pakka

ବିଜୁ ଜନତା ଦଳ ତରଫରୁ କମ୍ବଳ ବଣ୍ଟନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ସହରରେ ଯୁବ ନେତା ଅର୍କେଶ ନାରାୟଣ ସିଂଦେଓଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ବୁଲି ବୁଲି ଅସହାୟ ଲୋକଙ୍କୁ ରାତି ସମୟରେ କମ୍ବଳ ବାଣ୍ଟିଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ । ଏଥିରେ ବିଜେଡିର କର୍ମକର୍ତ୍ତା ଅସରଫ୍‌ ଖାନ, ଅଶୋକ ମିଶ୍ର, ରାମ ନାୟକ, ସମିର କୁମ୍ଭାର, ରବି ଖମାରି, କିଶୋର କୁମ୍ଭାର, ସୋନୁ ଖାନ, ଶମ୍ଭୁ ଚୋପଦାର, ନିତେଷ ପୋଡ, ବାବୁ ସ୍ୱାଇଁ ଓ ମହେଶ ବଗର୍ତ୍ତୀ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

eleven + 1 =