mahavir

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବଲାଙ୍ଗିର ଜିଲ୍ଲା ପକ୍ଷରୁ ଦେବର୍ଷି ନାରଦ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବଲାଙ୍ଗିର ଜିଲ୍ଲା ପକ୍ଷରୁ ଦେବର୍ଷି ନାରଦ ଜୟନ୍ତୀ ନଗରସ୍ଥିତ ସାମ୍ବାଦିକ ଭବନ ଠାରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶ୍ଵାତ୍ମ ଚେତନା ପରିଷଦ, ବଲାଙ୍ଗିରର ସାଧାରଣ ସମ୍ପାଦକ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ଵତୀ, ମୁଖ୍ୟବକ୍ତା ଭାବରେ ସାମାଜିକ ସମରସତାର ପଶ୍ଚିମ ପ୍ରାନ୍ତର ସହ ସଂଯୋଜକ ଘନଶ୍ୟାମ ପଧାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂଘର ଜିଲ୍ଲା ପ୍ରଚାର ପ୍ରମୁଖ ରାଜେଶ ବାବୁ ଓ ନଗର ପ୍ରଚାର ପ୍ରମୁଖ ରୂପେଶ ସାମଲ ପରିଚାଳନା କରିଥିଲେ ।

Leave A Reply

Your email address will not be published.