pakka

ହାତୀର ମୃତଦେହ ଉଦ୍ଧାର

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅଲେଖପୁର ଗ୍ରାମର ବିଲରୁ ବନବିଭାଗ ଏକ ବଣୁଆ ହାତୀର ମୃତଦେହ ଉଦ୍ଧାର କରିତିବା ଜଣାପଡିଛି । ସୂଚନା ଅନୁସାରେ ଡ୍ରେବିରଗଡ଼ ଅଭୟାରଣ୍ୟ ଜଙ୍ଗଲରୁ ଗତ ରାତି ଖାଇବା ପାଇଁ ଅଲେଖପୁର ଗାଁକୁ ଚାଲିଆସିଥିଲା । କିନ୍ତୁ ବିଲରେ ଲାଗିଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏନେଇ ଘଟଣା ସ୍ଥଳରେ ବନବିଭାଗ ଟିମ ପହଞ୍ଚି ଏହି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

three + nine =