pr

କାଳ ବୈଶାଖୀର ତାଣ୍ଡବଲୀଳା ଗଛପଡ଼ି ଭାଙ୍ଗିଲା ଘର

dr. purohit

ଭୋଗରାଇ, (ଶିବନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନ ନୟାପାଲି ଗ୍ରାମରେ ଗତ କାଲି (ସୋମବାର) ସଂଧ୍ୟା ସମୟରେ ଅଚାନକ ପବନ ସହିତ ପ୍ରବଳ ବର୍ଷା ହେବା ଫଳରେ ମୃତ୍ୟୁଞ୍ଜୟ ଦେଙ୍କ ଘର ଉପରେ ପଡ଼ୋଶୀଙ୍କ ଗଛ ପଡ଼ି ଘର ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି । ଖବର ପାଇ ଆଜି ସକାଳେ ନାଚିନ୍ଦା ରାଜସ୍ୱ ନିରୀକ୍ଷକ ଓମ୍ ପ୍ରକାଶ ମହନ୍ତ ନୟାପାଲିସ୍ଥିତ ମୃତ୍ୟୁଞ୍ଜୟ ଦେଙ୍କ ଘରକୁ ତଦନ୍ତ କରି ସରକାରୀ ନିୟମାନୁସାରେ ଉପଯୁକ୍ତ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କହିଛନ୍ତି ।

nrusinghnath
Leave A Reply

Your email address will not be published.