ସାମ୍ବାଦିକ ତପନ କୁମାର ମଲ୍ଲିକଙ୍କ ଦେହାନ୍ତ

ବଣାଇଁ : ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ବରିଷ୍ଠ ସାମ୍ବାଦିକ ତପନ କୁମାର ମଲ୍ଲିକ ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଥିବା ଜଣାପଡ଼ିଛି । କୀଡ୍‌ନି ରୋଗରେ ପୀଡିତ ହୋଇ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ପରଲୋକ ହୋଇଯାଇଥିବା ସୂଚନାରେ କୁହାଯାଇଛି । ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

2 × 3 =