ଆଜି ଆଉ ୧୬ ଜୀବନ ଗଲା କରୋନାରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରୁ ଆଉ ୧୬ ଜୀବନ ଯାଇଛି କରୋନାରେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୨୭୯୩ରେ ପହଞ୍ଚିଥିବା ବେଳେ ୨,୮୮,୧୬୮ଜଣ ସୁସ୍ଥ ହୋଇଛନ୍ତି। ୧୩,୧୩୧ ଜଣ ଚିକିତ୍ସିତ ହେଉଛନ୍ତି । ୧୪୪୧ ଜଣଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.