ଚାଲିଗଲେ ବରିଷ୍ଠ ସାମ୍ବାଦିକ ବନ ବିହାରୀ ମହାନ୍ତି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଚାଲିଗଲେ ବରିଷ୍ଠ ସାମ୍ବାଦିକ ବନ ବିହାରୀ ମହାନ୍ତି । ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନରୁ ଅସୁସ୍ଥ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବନ ବିହାରୀ ମହାନ୍ତି ଦୀର୍ଘ ଦିନ ଧରି ବିଭିନ୍ନ ଖବରକାଗଜ ଯଥା ପ୍ରଜାତନ୍ତ୍ର, ଇଷ୍ଟର୍ଣ୍ଣ ଟାଇମ୍ସ ଭଳି କିଛି ପ୍ରମୁଖ ଗଣମାଧ୍ୟମ ସଂସ୍ଥାରେ ସେ କାମ କରିଥିଲେ । ତାଙ୍କ ବିୟୋଗରେ ଗଣମାଧ୍ୟମ ଦୁନିଆରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

4 + 3 =