pakka

ବଙ୍ଗୋମୁଣ୍ଡା ପୁଲିସ ଦ୍ୱାରା ୧୭ ଜଣ ଦାଦନ ଶ୍ରମିକ ଉଦ୍ଧାର

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ଗତକାଲି ଭୋର ସମୟରେ ବହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଥିବା ୧୭ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ପୋଲିସ ବୋଲି ଖବର ମିଳିଛି । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକ ମାନଙ୍କ ମଧ୍ୟରୁ ୮ ଜଣ ମହିଳା ରହିଥିବା ବେଳେ ୫ ଜଣ ପରୁଷ ଓ ୪ ଜଣ ଶିଶୁ ଶ୍ରମିକ ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

5 + 2 =

error: Content is protected !!