pakka

ବେଲପଡା ଜିଲ୍ଲାପରିଷଦ ଜୋନ ନଂ ୨୫ରେ ୮ନଂ ରାଉଣ୍ଡରେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଶବ୍ଦ ମିର୍ଦ୍ଧା ଆଗୁଆ : ଗଣତି ଜାରି

bbehera

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ତ୍ରିତାରୀୟ ପଂଚାୟତ ନିର୍ବାଚନରେ ଆଜି ଭୋଟ ଗଣତି ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ଜାରି ରହିଛି । ଖପ୍ରାଖୋଲ ଜୋନ ନଂ ୪ରେ ୭ ନଂ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ପ୍ରମିଳା ପାଥର ୧୦୧୨ ଭୋଟରେ ଆଗୁଆ ଥିବା ବେଳେ ସେହିପରି ପାଟଣାଗଡ଼ ଜୋନ ନଂ ୧୫ରେ ୬ନଂ ରାଉଣ୍ଡ ସୁଦ୍ଧା ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ କସ୍ତୁରୀ ସେଠି ୬୫୮ ଭୋଟ ପାଇ ଆଗୁଆ ରହିଛନ୍ତି । ସେହିପରି ବେଲପଡା ଜୋନ ନଂ ୨୫ରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ସୁଜାତା ଛତ୍ରିଆ ୭ ନଂ ରାଉଣ୍ଡରେ ଆଗୁଆ ରହିଆସୁଥିବା ବେଳେ ୮ନଂ ରାଉଣ୍ଡରେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ୧୯୮ ଭୋଟ ଗଣତିର ଅନ୍ତରିଣ ଫଳାଫଳ ତଥ୍ୟ ଅନୁସାରେ ବିଜେପି ଆଗୁଆ ରହିଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

eight + five =