oom

ଡୁଙ୍ଗୁରିପାଲି ହାଇସ୍କୁଲର ୧୯୯୨ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ୧୯୯୨ ମେଟ୍ରିକ ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ୧୭ତମ ପାରିବାରିକ ମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଦୟାମୟ ଭୁକ୍ତା, ସଂଯୋଜକ ବଳରାମ ଅଗ୍ରୱାଲ, ମୁଖ୍ୟ ଆବାହକ ପ୍ରଫୁଲ୍ଲ ସ୍ୱାଇଁ, କର୍ମକର୍ତ୍ତା ମୁକେଶ ବାରିକ, ଚନ୍ଦନ ବେହେରା, ଜ୍ଞାନଦେବ ମେହେର, କୋବିଦାନନ୍ଦ ସାହୁ, ବାନା ପଧାନ, ମହେନ୍ଦ୍ର ସାହୁ, ଶୁଭେନ୍ଦୁ ପଧାନ, ଲଳିତ ବିଶ୍ୱାଳ, ଗଣେଶ୍ୱର ପାଣିଗ୍ରାହୀ, ହୃଷିକେଶ ବୁଡ଼େକ, ସନ୍ତୋଷ ବରାଡ଼, ପ୍ରମୋଦ ପଧାନ, ରାଘବ ବାରିକ, ବିଜୟ ବାରିକ, ବାବଲୁ ବାଘ, ସତ୍ୟ ନାଗ, ଆରତୀ ଭୋଇ, ଆରତୀ ଖମାରୀ, ସଙ୍ଗୀତା ବେହେରା, ଶ୍ୟାମାଳିନୀ ଗହୀର, ମଞ୍ଜରୀ ସାହୁ, ତୁଲସୀ ପଧାନ, ଗୀତାଞ୍ଜଳି ସାହୁ ଏବଂ ଶୋଭାଙ୍ଗିନୀ ବାଘ ପ୍ରମୁଖ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.