pakka

ଡିଏଫ୍‌ଓ ଭାବରେ ପଦୋନ୍ନତି ପାଇଲେ ଏସିଏଫ ବାବାଜୀ ରାଉଳ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏସିଏଫ ବାବାଜୀ ଚରଣ ରାଉଳଙ୍କୁ ଡିଏଫଓ ଭାବରେ ପଦୋନ୍ନତି ମିଳିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତ ୬ ତାରିଖରେ ରାଜ୍ୟ ପରିବେଶ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ତାଙ୍କୁ ପଦୋନ୍ନତି ଦିଆଯାଇଛି । ଶ୍ରୀ ରାଉଳ ପ୍ରଥମେ ଲାଠୋର ଏବଂ ସଦର ରେଞ୍ଜରେ ରେଞ୍ଜର ଭାବରେ କାର୍ଯ୍ୟ କରିବା ସହ ୨୦୧୮ମସିହାରେ ଏସିଏଫ୍‌ ଭାବରେ ପଦୋନ୍ନତି ପାଇଥିଲେ । ଚାରିବର୍ଷ ଧରି ବଲାଙ୍ଗିର ଏସିଏଫ ଭାବରେ ଦାୟିତ୍ୱ ନିର୍ବାହ କରିବା ପରେ ଏବେ ତାଙ୍କୁ ଡିଏଫଓ ପଦବୀକୁ ପଦୋନ୍ନତି ମିଳିଛି ।

jay balangir
Leave A Reply

Your email address will not be published.

four × 4 =