ls

ଆଜିର ପାଖାପାଖି ପନିପରିବା ଦର

a12

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ ।

ବ୍ରୁକୋଲି – ୫୦, ଝୁଲଣ (ଝୁନ୍‌ଗା) – ୬୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, କଲରା – ୪୦ ଟଙ୍କା, କଂଚା କଦଳି – ୪୦ ଟଙ୍କା, ଖମ୍ବ ଆଳୁ – ୫୦ ଟଙ୍କା, ଧନିଆଁ ପତ୍ର – ୧୦୦ ଟଙ୍କା, କଂଚାଲଙ୍କା – ୮୦ ଟଙ୍କା, ଭାଜି ଶାଗ -୨୦ ଟଙ୍କା, ମେଥି ଶାଗ – ୪୦ ଟଙ୍କା, ପାଳଙ୍ଗ ଶାଗ – ୩୦ ଟଙ୍କା, ମୂଳା -୨୫ ଟଙ୍କା, ଆଳୁ – ୧୬ ଟଙ୍କା, ପିଆଜ – ୨୦ ଟଙ୍କା, ରାଂଚି କଂଚା ମଟର – ୫୦ ଟଙ୍କା, ରାୟପୁର କଂଚା ମଟର – ୬୦ ଟଙ୍କା, ଟମାଟର୍‌ – ୮ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ – ୮୦ ଟଙ୍କା, ସିମ୍ବ – ୬୦ ଟଙ୍କା, କେପ୍‌ସିକମ୍‌ – ୬୦ ଟଙ୍କା, ଗାଜର – ୫୦ ଟଙ୍କା, ବିଟ୍‌ – ୫୦ ଟଙ୍କା, ମୁକ୍ତାକେଶୀ ବାଇଗଣ – ୨୦ ଟଙ୍କା, କଳା ବାଇଗଣ – ୨୦ ଟଙ୍କା, ଅମୃତଭଣ୍ଡା – ୧୦ ଟଙ୍କା, କୁନ୍ଦୁରୁ – ୩୦ ଟଙ୍କା, ଲାଉ – ୨୦ ଟଙ୍କା, ଗୁଆଁର – ୪୦ ଟଙ୍କା, କାକୁଡ଼ି – ୩୦ ଟଙ୍କା, ଫୁଲକୋବି – ୩୦ ଟଙ୍କା, ବଂଧାକୋବି – ୧୨ ଟଙ୍କା ।
ସୌଜନ୍ୟ : ଶିଶୁପାଲ ସାହୁ, ମହାଲକ୍ଷ୍ମୀ ପନିପରିବା ଦେକାନ, ଶାନ୍ତିପଡ଼ା, ବଲାଙ୍ଗିର, ମୋ.ନଂ.୯୪୩୭୧୮୦୮୬୯

manabhanjan
Leave A Reply

Your email address will not be published.