pakka

ରାସନ୍ କାର୍ଡ ଥିଲେ ମଧ୍ୟ ମିଳୁନାହିଁ ଚାଉଳ : ହିତାଧିକାରୀଙ୍କ ଅଭିଯୋଗ

bbehera

ତୁରେକେଲା, (କୈଳାଶ ସଗ୍ରିଆ) : ଲୋକଙ୍କ ପାଖରେ ରାସନ୍ କାର୍ଡ ଥିଲେ ମଧ୍ୟ ମିଳୁନାହିଁ ଚାଉଳ। ଢୋଲମାନ୍ଦଲ ଗ୍ରା:ପ: ଅନ୍ତର୍ଗତ ବଗବାହାଲ ଗାଁର ରାସନ୍ କାର୍ଡ ହିତାଧିକାରୀ ମାନେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ବିଲାସ ନାହକ ରାସନ୍ କାର୍ଡ ନଂ- ୦୫୧୪୦୭୧-୧୫୮୨, ଶୁଶିଲା ନାହକ ରାସନ୍ କାର୍ଡ ନଂ- ୦୫୧୪୦୭୧-୧୫୮୫, ନୂରା ନାହକ ରାସନ୍ କାର୍ଡ ନଂ- ୧୫୯୪, ଯଶୋଦା ବାଗ ରାସନ୍ କାର୍ଡ ନଂ- ୧୫୮୩, ସତ୍ୟ ଭୋଇ ରାସନ୍ କାର୍ଡ ନଂ- ୫୮୯ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳ ପାଉନାହାନ୍ତି । ସେପରି ଘୁନେଶ ଗ୍ରା:ପ: ଅନ୍ତର୍ଗତ ଯେମାତି ମାଝି ରାସନ୍ କାର୍ଡ ନଂ- ୦୫୧୪୦୮-୧୧୮୩୨, କନ୍ଦେଇ ଗ୍ରା:ପ: ଅନ୍ତର୍ଗତ ନିଲାନ୍ଦିରି ପୁଟେଲ ରାସନ୍ କାର୍ଡ ନଂ- ୦୫/୪/୩୧୦୩୨୮, କ୍ଷମାସାଗର ପୁଟେଲ କାର୍ଡ ନଂ ୦୫୧୪/୩୧୦୦୪୫, ରେବତୀ ପୁଟେଲ ରାସନ୍ କାର୍ଡ ନଂ- ୦୫୧୪/୩୧୦୦୪୫, ବଡବାଙ୍କି ଗ୍ରା:ପ: ଅନ୍ତର୍ଗତ ମୁରିବାହାଲ ଗାଁର ମନ୍ଧର ପୁଞ୍ଜି ରାସନ୍ କାର୍ଡ ନଂ- ୦୫୧୪୦୧୧୨୭୧୨, ରତ୍ନେ ପୁଞ୍ଜି ରାସନ କାର୍ଡ ନଂ- ୪୫୧୪୦୧୧୧୪୭୧, ଡାଲିମ୍ବ ପୁଞ୍ଜି ରାସନ୍ କାର୍ଡ ନଂ- ୦୫୧୪୦୪୧୦୩୩୮, ବିଜୟ ସେଲମା ରାସନ୍ କାର୍ଡ ନଂ- ୦୫୧୪୦୧୧୧୪୫୮, ପ୍ରେମଶିଲା ସଲମା ରାସନ୍ କାର୍ଡ ନଂ- ୦୫୧୪୦୧୧୨୯୪୯, ତୁଲସେ ହଂସ ରାସନ୍ କାର୍ଡ ନଂ- ୦୫୧୪୦୧୧୧୭୨୨, ଯୁଧିଷ୍ଠିର ହଂସ ରାସନ୍ କାର୍ଡ ନଂ- ୦୫୧୪୦୧୧୧୩୪୮, ମାୟାଧର ହଂସ ରାସନ୍ କାର୍ଡ ନଂ- ୦୫୧୪୦୧୧୧୫୮୯, ମୁଡକାନି ଗାଁ ର ବିନା ସବର ରାସନ୍ କାର୍ଡ ନଂ- ୦୫୪୦୧୧୧୨୭୧୬, ତିଲୋତମା ଶବର ରାସନ୍ କାର୍ଡ ନଂ- ୦୫୧୪୧୧୨୯୬୫, ଗରୁବାରି ସଗ୍ରିଆ ରାସନ୍ କାର୍ଡ ନଂ- ୦୫୧୪୧୧୧୧୪୬, ସପ୍ସଶିଲା ପରାଭୁଏ ରାସନ୍ କାର୍ଡ ନ-୦୫୧୪୦୧୧୨୨୩୧, ଶୁକଦା ହଂସ ରାସନ୍ କାର୍ଡ ନ-୦୫୧୪୦୧୧୨୭୩୯, ପ୍ରେମାଦିନି ହଂସ ରାସନ୍ କାର୍ଡ ନ-୦୫୧୪୦୧୧୨୭୪୦ ପ୍ରମୁଖ କହିଛନ୍ତି ଯେ, ଆମର ରାସନ୍ କାର୍ଡ ଥିଲେ ମଧ୍ୟ ମିଳୁନାହିଁ ଚାଉଳ । ଏହା କେଉଁ କାରଣରୁ ବୋଲି ପ୍ରଶ୍ନ ଉଠାଇଛନ୍ତି ଓ ସେମାନେ ବାରମ୍ବାର ବ୍ଲକ୍ ପ୍ରଶାସନର ଦ୍ବାରସ୍ଥ ହେଉଥିବା ଦେଖିବାକୁ ମିଳିଛି । ଏହି ରାସନ୍‌ କାର୍ଡ ଦୁର୍ନୀତି ଉପରେ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ଅଂଚଳବାସୀ ।

jay balangir
Leave A Reply

Your email address will not be published.

16 − 3 =