ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ପିପୁଲ୍‌ସ୍‌ ପ୍ଲାନ୍‌ ଅଭିଯାନ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଯକ୍ଷ୍ମା ରୋଗୀ ଚିହ୍ନଟିକରଣକୁ ବୃଦ୍ଧି ଉଦ୍ଦେଶ୍ୟରେ ଯକ୍ଷ୍ମା ଏବଂ କୋଭିଡ୍‌-୧୯ କ୍ୟାମ୍ପେନ୍‌ ‘ପିପୁଲ୍‌ସ୍‌ ପ୍ଲାନ୍‌ ଅଭିଯାନ’ ଆରମ୍ଭ କରାଯାଇଛି । ପ୍ରଦତ୍ତ ଚିତ୍ରରେ ଏ ସଂପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ପକ୍ଷରୁ ସମସ୍ତ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.