pakka

ଚପର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ବିପିନ ରାୱତ

ନୂଆଦିଲ୍ଲୀ : ଆଜି ତାମିଲନାଡୁର କାନ୍ନୁରଠାରେ ସେନାର ଏକ ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ରହିଥିବା ଜଣାପଡିଛି । ତେବେ ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ସୂଚନାନୁସାରେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣଙ୍କର ଚିକିତ୍ସା ଚାଲିଛି ବୋଲି ଜଣାପଡିଛି ।

Leave A Reply

Your email address will not be published.

nine − three =