Browsing Category
ଓଡିଶା
ରାଣୀପୁର ଝରିଆଲ ପୀଠରେ ନୂତନ ଜାତୀୟ ପତାକା : ପ୍ରଶାସନିକ ପଦକ୍ଷେପକୁ ସାଧୁବାଦ
ବଲାଙ୍ଗିର, (କେପିଏନ୍ଏସ୍) : ଐତିହାସିକ ତଥା ପର୍ଯ୍ୟଟନ କ୍ଷେତ୍ର ରାଣୀପୁର ଝରିଆଲ ସ୍ଥିତ ଯୋଗିନୀ ପୀଠରେ ଦୀର୍ଘ ଦିନ ଧରି ଚିରି ଯାଇଥିବା ଜାତୀୟ ପତାକାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଯୁବ ଆଦିବାସୀ ନେତା ତଥା କୋଶଳ!-->…
Read More...
Read More...
କୋଶଲି ସାହିତ୍ୟ ଆସର
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୋଶଲି ଭାଷା ସୁରକ୍ଷା ସମିତି ଆନୁକୂଲ୍ୟରେ "ଗାଆଁ ଗାଆଁରେ କୋଶଲି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସତୀଘାଟ ଗ୍ରାମରେ ଏକ ନିରାଡମ୍ବର ସାହିତ୍ୟ ସଭା କରାଯାଇ କୋଶଲି ଭାଷାର ପ୍ରତିଷ୍ଠା ପାଇଁ ବକ୍ତାଗଣ ଆହ୍ୱାନ ଦେଇଥିଲେ ।!-->…
Read More...
Read More...
ପ୍ରଥମ ଅନନ୍ତ ସାହୁ ସ୍ମାରକୀ ସର୍କିଲ କ୍ରିକେଟ ପ୍ରତିଯୋଗିତା
ମୁରସିଂହ, ବାଦିଗୋର୍, ବିରାଟକାନୀ ଓ ଦେଓଗାଁ ପ୍ରିନ୍ସ ଫାଇଟର ସେମିରେ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁର ବରିଷ୍ଠ ଓକିଲ ତଥା ସମାଜସେବୀ ଅନନ୍ତ ସାହୁଙ୍କ ସ୍ମୃତିରେ ରାତ୍ରିକାଳୀନ ପ୍ରଥମ ବର୍ଷ ସର୍କିଲ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଦିନରୁ ଆରମ୍ଭ ହୋଇଯାଇଛି । ଏହି!-->!-->!-->…
Read More...
Read More...
ହଳଦୀର ସରକାରୀ ଜାଗାରେ ଘର କରିଥିବା ଗରିବଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ତହସିଲଦାରଙ୍କୁ ଦାବିପତ୍ର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ଗ୍ରାମର ଶତାଧିକ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ଦୀର୍ଘ ୬୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସରକାରୀ ଜାଗାରେ ଘର କରି ରହିଆସୁଛନ୍ତି । ସେମାନଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ ଦାବିରେ!-->…
Read More...
Read More...
ଶୁଭମ କେ-ମାର୍ଟରେ ବଡ଼ ଚଢ଼ାଉ : ୧ କ୍ୱିଣ୍ଟାଲରୁ ଅଧିକ ନିଷିଦ୍ଧ ପ୍ଲାଷ୍ଟିକ ଜବତ, ୨୫ ହଜାର ଟଙ୍କା ଜରିମାନା
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ପିଙ୍କ ଏସ୍ୟୁପି ଟିମ୍ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଶୁଭମ କେ ମାର୍ଟ (ଏମ୍.ବି. ମଲ୍ )ରେ ଏକ ବ୍ୟାପକ ଧରଣର ଚଢ଼ାଉ!-->…
Read More...
Read More...
ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନ ପକ୍ଷରୁ ଆର୍ଏସ୍ପି ଗେଟ ସମ୍ମୁଖରେ ଜୁନ୍ ୮ରେ ଧର୍ମଘଟ
ରାଉରକେଲା, (କେପିଏନ୍ଏସ୍) : ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସ୍ଥାନୀୟ ଟିପର ଓ ହାଇୱା ଗାଡିକୁ ମାଲ ପରିବହନ ପାଇଁ ଅନୁମତି ନଦେଇ, ବାହାରର ଗାଡିଙ୍କୁ ଏ କ୍ଷେତ୍ରରେ ବିନିଯୋଗ କରାଯାଉଥିବା ଯୋଗୁଁ, ରାଉରକେଲା ସହରର ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନର ପ୍ରାୟ ୨୦୦ ଗାଡି!-->…
Read More...
Read More...
ଆନ୍ତଃ ଜିଲ୍ଲା ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ର ଷଷ୍ଠ ଦିବସ
ବାଳକ ବର୍ଗରେ ବରଗଡ଼ ଓ ବାଳିକା ବର୍ଗରେ ସମ୍ବଲପୁର ଏବଂ ବରଗଡ଼ ବିଜୟୀ
ବଲାଙ୍ଗିର, (କେପିଏନ୍ଏସ୍) : ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଷଷ୍ଠ ଦିବସ ବାଳକ ବର୍ଗ ପ୍ରଥମ ଖେଳ ସମ୍ବଲପୁର ବନାମ!-->!-->!-->…
Read More...
Read More...
ଗଡ଼ିଲା ଏସ୍ଆଇଆର୍ ସଚେତନତା ରଥ
ରାଉରକେଲା, (ସସ୍ମିତା ପ୍ରଧାନ) : ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ସ୍ଵତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ର ଏକ ସ୍ୱତନ୍ତ୍ର ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ରାଉରକେଲା ସହର ପରିକ୍ରମା କରିବା ଅବସରରେ ଏକ ତ୍ରୁଟିଶୂନ୍ୟ, ସଠିକ୍,!-->…
Read More...
Read More...
ୟୁଥ୍ ହଷ୍ଟେଲ ଦ୍ଵାରା ବିଶ୍ୱ ପରିବେଶ ଦିବସ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍ ହଷ୍ଟେଲ ରାଉରକେଲା ଦ୍ଵାରା ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ହଷ୍ଟେଲର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ, ସମ୍ପାଦକ ନିରଞ୍ଜନ ବେହେରାଙ୍କ ଆବାହକତ୍ୱ ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି!-->…
Read More...
Read More...
ସିଂହମ୍ ଷ୍ଟାଇଲରେ ଏସ୍ଡିପିଓ ପାଣ୍ଡବ ଶବର : ନାକେଦମ୍ କୋରେକ୍ସ ମାଫିଆ
ଜିଲ୍ଲାରେ ନିଶା କାରବାର ବିରୋଧରେ ପୁଲିସର ଜୋରଦାର ଅଭିଯାନ, ମାଫିଆ ମହଲରେ ଛନକା
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଯୁବପିଢ଼ିଙ୍କୁ ନିଶା ଜାଲରେ ଫସାଇ ସମାଜକୁ କଳୁଷିତ କରୁଥିବା କୋରେକ୍ସ ମାଫିଆଙ୍କ ବିରୋଧରେ ପୁଲିସ ଏବେ ପୁରାପୁରି ଆକ୍ସନ୍ ମୁଡ଼ରେ । ପଦ୍ମପୁର!-->!-->!-->…
Read More...
Read More...