Browsing Category

ଓଡିଶା

ବିଜେପିର ବରିଷ୍ଠ ନେତା ଗିରିଶ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ କନକଲତା ସିଂହଦେଓଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍) : ବିଶିଷ୍ଟ ସମାଜସେବୀ, ଭାରତୀୟ ଜନତା ପାର୍ଟି ବଲାଙ୍ଗିରର ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା ଗିରିଶ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ କନକଲତା ସିଂହଦେଓଙ୍କ ଆଜି ପ୍ରାତଃ ୪ ଟା ସମୟରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତରେ ବଲାଙ୍ଗିର ସହରରେ
Read More...

ଅହିରାବନ୍ଧ ରଥଖଳାରେ ଅଖ ଚକ ପୂଜା ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ରାଉରକେଲାର ସର୍ବପ୍ରାଚୀନ ଦେବ ପୀଠ ଅହିରାବନ୍ଧ । ଏହି ଠାରେ ସ୍ଥାପିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମା' ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ବଳଭଦ୍ରଙ୍କ ମନ୍ଦିରରେ ରଥଯାତ୍ରା ଖୁବ୍ ଧୁମଧାମରେ ପାଳିତ ହୋଇଆସୁଛି । ତିନୋଟି ରଥରେ ମହାପ୍ରଭୁ ବିରାଜମାନ
Read More...

ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ପରିବେଶ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ପରିବେଶ ଦିବସ ପାଳିତ ହୋଇଯାଇଛି । ସଂସଦର ସାଧାରଣ ସମ୍ପାଦକ ସୁନୀଲ ମହାନ୍ତି ଓ ସଂଗଠନ ସମ୍ପାଦକ ବ୍ରହ୍ମାନନ୍ଦ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଛେଣ୍ଡ ସ୍ଥିତ ବନବିଭାଗ ଚାରା ଉତ୍ପନ୍ନ କେନ୍ଦ୍ରରୁ କୃଷ୍ଣଚୁଡା ଚାରା ଆଣି
Read More...

ଧନଞ୍ଜୟ ମହାନ୍ତି ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଧନଞ୍ଜୟ ମହାନ୍ତି ମେମୋରିଆଲ ଟ୍ରଷ୍ଟ ରାଉରକେଲା ଆନୁକୂଲ୍ୟରେ ପ୍ରାକ୍ତନ ସାଂସଦ ତଥା ସମାଜସେବୀ ଧନଞ୍ଜୟ ମହାନ୍ତିଙ୍କ ୧୧୨ ତମ ଜୟନ୍ତୀ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ତରଫରୁ ସିଭିଲ ଟାଉନସିପ୍ ସ୍ଥିତ ଧନଞ୍ଜୟ ସ୍ମୃତି ଉଦ୍ୟାନ
Read More...

ଏସ୍‌ସି-ଏସ୍‌ଟି ସଂଯୁକ୍ତ କମିଟିର ୧୦ ଦଫା ଦାବି, କଣ୍ଟାବାଞ୍ଜିରେ ସାମ୍ବାଦିକ ସମ୍ମିଳନୀ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଏସ୍‌ସି-ଏସ୍‌ଟି ସଂଯୁକ୍ତ କମିଟି, କଣ୍ଟାବାଞ୍ଜି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମୁଦାୟଙ୍କ ସାମ୍ବିଧାନିକ ଅଧିକାର, ଶିକ୍ଷା, ଜୀବିକା,
Read More...

ତେଲେନପାଲିରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ରବିବାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ୍ ମାଧ୍ୟମରେ ଏହାର ଉଦ୍‌ଘାଟନ
Read More...

ବିଶ୍ୱ ପରିବେଶ ଦିବସ ପାଳନ

ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତଵ୍ୟ; ଜିଲ୍ଲାପାଳ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ସ୍ଥାନୀୟ ବନଖଣ୍ଡ କାର୍ଯ୍ୟାଳୟ ସ୍ଥିତ ସଭାଗୃହ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ
Read More...

ପ୍ରଧାନଶିକ୍ଷକ ନରେନ୍ଦ୍ର ମିଶ୍ରଙ୍କ କର୍ମନିଷ୍ଠା ଓ ସମର୍ପଣ ଅନ୍ୟମାନଙ୍କ ପାଇଁ ଉଦାହରଣ

ବଲାଙ୍ଗିର, (ରାଜ କିଶୋର ତ୍ରିପାଠୀ) : ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର ମିଶ୍ରଙ୍କ ଅବସରରେ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ଓ ବିଦାୟକାଳୀନ ସଭା ଆୟୋଜିତ ହୋଇଥିଲା । ଦୀର୍ଘ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ନିଷ୍ଠା, ଦାୟିତ୍ୱବୋଧ ଓ
Read More...

ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ଦ୍ୱାରସେନୀ ମନ୍ଦିର ପଡା

କଂକ୍ରିଟ ରାସ୍ତା ଓ ଷ୍ଟ୍ରିଟ ଲାଇଟ ସାତସପନଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ ଫଳ ଶୂନ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ
Read More...

ବଲାଙ୍ଗିର ସହରରେ ନିଶା କାରବାର ବିରୋଧରେ ପୋଲିସର ବଡ଼ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ନିଶା କାରବାର ବିରୋଧରେ ପୋଲିସକୁ ମିଳିଛି ବଡ଼ ସଫଳତା । ସହରର ସ୍ମାର୍ଟ ପାର୍କ ନିକଟସ୍ଥ ବାଇପାସ ରାସ୍ତାରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର କଫ ସିରପ ଜବତ କରିଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏକ ସମ୍ବଲପୁର ନମ୍ବର
Read More...