Browsing Category
ଓଡିଶା
ବଞ୍ଚିତ ପ୍ୟାକ୍ସମାନଙ୍କୁ ତୁରନ୍ତ ଟାର୍ଗେଟ ପ୍ରଦାନ ଦାବି କଲା ଆପ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଧାନକ୍ରୟ ଟାର୍ଗେଟରୁ ବଂଚିତ ପ୍ରତ୍ୟେକ ପେକ୍ସ ଗୁଡିକକୁ ତୁରନ୍ତ ଟାର୍ଗେଟ ପ୍ରଦାନ କରିବା ଦାବି ନେଇ ସିଏସ୍ଓ ଅଫିସଘେରାଉ କରିଛି ଆମ ଆଦମି ପାର୍ଟି । ତେବେ ନୂତନ ଟାର୍ଗେଟ ଆସିବା ନେଇ ବିଭାଗିୟ ଅଧିକାରୀ କହିଛନ୍ତି ଯେ, ବଲାଙ୍ଗିର!-->…
Read More...
Read More...
ଟିଟିଲାଗଡ଼ରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀର ଶପଥ ଗ୍ରହଣ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନ ସମାରୋହ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଉତ୍କଳ ପ୍ରାଦେଶିକ ମାରୱାଡ଼ୀ ସମ୍ମିଳନୀ, ଟିଟିଲାଗଡ଼ ଶାଖାର ୨୦୨୬–୨୮ କାର୍ଯ୍ୟକାଳ ପାଇଁ ନବନିର୍ବାଚିତ କାର୍ଯ୍ୟକାରିଣୀର ଶପଥ ଗ୍ରହଣ ସମାରୋହ ଓ ମେଧାବୀ ଛାତ୍ରଛାତ୍ରୀ ସମ୍ମାନ ସମାରୋହ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଶ୍ରୀ ମହାବୀର ପଞ୍ଚାୟତି!-->…
Read More...
Read More...
ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବହୁ ଚର୍ଚ୍ଚିତ ସରପଞ୍ଚ ଚାମେଲୀ ଓଝାଙ୍କ ସପକ୍ଷରେ ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସରପଞ୍ଚ ସଂଘ ଅଣ୍ଟା ଭିଡ଼ି ନ୍ୟାୟ ପ୍ରଦାନ ଦାବୀ କରି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତିଫ ଉକ୍ତ ମହିଳା!-->…
Read More...
Read More...
ମ.ରାମପୁର ଠାରେ ଓଡିଶା ସାରା ବିକାଶ ଧାରା ଜନଜାତି ସମ୍ବାଦ କାର୍ଯ୍ୟକ୍ରମ
ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥିମାନଙ୍କ ଦ୍ଵାରା ସହିତ ରେଣ୍ଡୋ ମାଝୀ ଓ ବିର୍ଷା!-->…
Read More...
Read More...
ଭିଭାଟେକ୍-୨୦୨୬ରେ ପ୍ରଧାନମନ୍ତ୍ରୀ ମୋଦୀ : ୟୁରୋପର ସର୍ବବୃହତ ଷ୍ଟାର୍ଟଅପ୍ ମେଳାରେ ଯୋଗଦେଲେ ଭାରତର ୮୦ ଡିପ ଟେକ୍…
ନୂଆଦିଲ୍ଲୀ, (ପିଆଇବି) : ଆଜି ପ୍ୟାରିସଠାରେ ଆୟୋଜିତ ୟୁରୋପର ସବୁଠାରୁ ବଡ଼ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟ-ଅପ୍ କାର୍ଯ୍ୟକ୍ରମ 'ଭିଭାଟେକ୍ ୨୦୨୬'ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଏମାନୁଏଲ୍ ମାକ୍ରୋନ ମଧ୍ୟ ଉପସ୍ଥିତ!-->…
Read More...
Read More...
ପୁରୁଣାପାଣି ଶୀତଳଷଷ୍ଠୀ ମହୋତ୍ସବରେ ନରସିଂହ
ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଂଚାୟତର ପୁରୁଣାପାଣି ଠାରେ ଆଂଚଳିକ ଶୀତଳଷଷ୍ଠୀ ମହୋତ୍ସବ କମିଟି ପୁରୁଣାପାଣି ତରଫରୁ ଶୀତଳଷଷ୍ଠୀ ମହୋତ୍ସବ ଦ୍ୱିତୀୟ ଦିନରେ ପହଂଚିଛି ।!-->!-->!-->…
Read More...
Read More...
ଫ୍ରାନ୍ସର ଏଭିଆନରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ “ସମସ୍ତଙ୍କ ପାଇଁ ଏକ ସନ୍ତୁଳିତ, ସହଭାଗୀ ଏବଂ ନିରନ୍ତର…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ଏଭିଆନରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ "ସମସ୍ତଙ୍କ ପାଇଁ ଏକ ସନ୍ତୁଳିତ, ସହଭାଗୀ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିର ପୁନରୁଦ୍ଧାର " ଶୀର୍ଷକ ଆଲୋଚନା ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ସାଧାରଣ ଏବଂ!-->…
Read More...
Read More...
ଫ୍ରାନ୍ସର ଏଭିୟନଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ଜୁନ୍ ୨୦୨୬ରେ ଫ୍ରାନ୍ସର ଏଭିୟନରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଅବସରରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆରେ ଚାଲିଥିବା!-->…
Read More...
Read More...
ଜି-୭ ଶିଖର ସମ୍ମିଳନୀ ଅବସରରେ ଏଭିଆନ୍ରେ ଜର୍ମାନ ଚାନ୍ସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ଏଭିଆନ୍ରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଅବସରରେ ଜର୍ମାନୀର ଚାନ୍ସେଲର ମହାମହିମ ଶ୍ରୀ ଫ୍ରେଡ୍ରିଚ୍ ମର୍ଜଙ୍କୁ ସାକ୍ଷାତ କରିଛନ୍ତି। ଏହା ହେଉଛି ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିତୀୟ ସାକ୍ଷାତକାର।
!-->!-->!-->…
Read More...
Read More...
ଜୁନ୍ ୧୯ ତାରିଖରେ ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’ ଅଧୀନରେ ପ୍ରାୟ ୨,୪୦୦ କୋଟି ଟଙ୍କାର…
ପ୍ରଥମ ଥର ନିଯୁକ୍ତି ପାଇଥିବା କର୍ମଚାରୀମାନେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପାଇବେନିରନ୍ତର ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହନ; ପ୍ରତ୍ୟେକ ଅତିରିକ୍ତ କର୍ମଚାରୀ ପାଇଁ ନିଯୁକ୍ତିଦାତାଙ୍କୁ ମାସିକ ₹୩,୦୦୦ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶିପିଏମ୍ – ଭିବିଆର୍ୱାଇ ନିଯୁକ୍ତି ସୃଷ୍ଟି,!-->…
Read More...
Read More...