Browsing Category
ଓଡିଶା
ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ : ମାଛ ଧରିଯିବା ହେଲା କାଳ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ମହାନଦୀରେ ମାଛ ଧରିବାକୁ ଯାଇ ଜଣେ ରାଜମିସ୍ତ୍ରୀଙ୍କ ଅକାଳ ବିୟୋଗ ଘଟିଛି । ମୃତକଙ୍କ ନାମ ରମାକାନ୍ତ ନାଏକ (୪୯) । ସୋନପୁର ମହାନଦୀ ସ୍ଥିତ ଧର୍ମଶାଳା ଘାଟ ଠାରେ ଏହି ଅଘଟଣ ଘଟିଛି । ସୂଚନାରୁ ପ୍ରକାଶ ଯେ, ସ୍ଥାନୀୟ ହିଙ୍ଗମା ଅଞ୍ଚଳର ଦୁଇଜଣ!-->…
Read More...
Read More...
ମହିଳାଙ୍କ ଗୋପନୀୟତା ଉଲ୍ଲଂଘନ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୋଲିସ ଜଣେ ମହିଳାଙ୍କର ଗୋପନୀୟତା ଉଲ୍ଲଂଘନ କରି ତାଙ୍କର ଅଶ୍ଳୀଳ ଭିଡିଓ ଗୁପ୍ତରେ ରେକର୍ଡ କରିଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦେବନ୍ଧପଡ଼ା ଅଞ୍ଚଳର ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଟିଟିଲାଗଡ଼ ଥାନାରେ କେସ୍ ନମ୍ବର!-->…
Read More...
Read More...
ପଦ୍ମପୁରରେ ‘ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ’ କାର୍ଯ୍ୟକ୍ରମ : ଉଠା ଦୋକାନୀଙ୍କୁ ମିଳିଲା…
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ରାଜାଜୀ ଟାଉନ ହଲଠାରେ 'ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ' କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସହରର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ବସ୍ତିଆ ସ୍ମୃତି ସଦନରେ ଚାଲୁଥିବା ମହିଳା ଭଲିବଲ ଓ ଯୋଗର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ
ପ୍ରଶିକ୍ଷଣ ନେଉଥିବା ଛାତ୍ରୀମାନଙ୍କୁ ଏକାଗ୍ରତା ଓ ଲକ୍ଷ୍ୟ ନେଇ ଖେଳିବା ପାଇଁ ଆହ୍ୱାନ ଦେଲେ ବିଧାୟକ ସାରଦା ପ୍ରସାଦ ନାୟକ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୬ ସ୍ଥିତ ବସ୍ତିଆ ସ୍ମୃତି ସଦନରେ ଚାଲୁଥିବା ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି ।!-->!-->!-->…
Read More...
Read More...
ୟୁନିଭର୍ସାଲ୍ ଓଡିଶା ପକ୍ଷରୁ ୨୦୨୬ ଜୁନ୍ ୨୭ ଓ ୨୮ରେ ରାଉରକେଲା ଭଞ୍ଜ ଭବନରେ ଅଲ୍-ଓଡିଶା ପ୍ରିମିୟର ସୌନ୍ଦର୍ଯ୍ୟ…
ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଜୁନ୍ ୨୭ ଓ ୨୮ ତାରିଖରେ ୟୁନିଭର୍ସାଲ ଓଡିଶା-୨୦୨୬ ପକ୍ଷରୁ ଏକ ଅଲ୍-ଓଡିଶା ପ୍ରିମିୟର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆଜି ହୋଟେଲ ପିୟର୍ଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ୟୁନିଭର୍ସାଲ ଓଡିଶାର!-->…
Read More...
Read More...
ମୃତ ତୋଫାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇଦେଲେ ବିଧାୟକ ଦୁର୍ଗା ତନ୍ତୀ
ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରାଞ୍ଚଳରେ ଥିବା ସେକ୍ଟର-୭ ଥାନା ଅନ୍ତର୍ଗତ ସେକ୍ଟର-୫ ଅଞ୍ଚଳରେ ଥିବା ଗୋଲଘର ନିକଟସ୍ଥ ରାମେଶ୍ୱରପଲ୍ଲୀରେ ରହୁଥିବା ତୋଫାନ ବିନ୍ଧାଣିଙ୍କୁ କେହି ଦୁର୍ବୃତ୍ତତ୍ତ ସେକ୍ଟର,-୬ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପଛପଟେ ଥିବା ଜଙ୍ଗଲରେ ତଂଟି କାଟି!-->…
Read More...
Read More...
ଗରିମା ପରିବାର ଓ ଲାୟନ୍ସ ଇଣ୍ଟରନ୍ୟାସନାଲ ମିଳିତ ସହଯୋଗରେ ରଜ ରାଜକୁମାରୀ ସିଜିନ୍-୫ ଅନୁଷ୍ଠିତ
ବିଶେଷ ଆକର୍ଷଣ ସିନେଷ୍ଟାର ଭୂମିକା ଏବଂ ପୁପିନ୍ଦର
ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଏବଂ ଲାୟନ୍ସ ଇଣ୍ଟରନ୍ୟାସନାଲ ରାଉରକେଲା ପକ୍ଷରୁ ରଜ ମଉଜ - ରଜ ରାଜକୁମାରୀ ସିଜିନ ୫ ସ୍ଥାନୀୟ ସିଭିକ ସେଣ୍ଟର୍ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗରିମା ପରିବାରର ପ୍ରତିଷ୍ଠାତା!-->!-->!-->…
Read More...
Read More...
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
କେନ୍ଦୁଝର, (କେପିଏନ୍ଏସ୍) : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ସମ୍ବଲପୁରରୁ ମୟୂରଭଞ୍ଜ ଯାଉଥିବା ବେଳେ ଜଗମୋହନପୁର ଛକରେ ହମ୍ପସ ଥିବା!-->…
Read More...
Read More...
ନ୍ୟାୟ ଦାବିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ମୃତ ମହିଳାଙ୍କ ପରିବାର
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାର ପୁରୋହିତ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକୁ ନେଇ ପରିବାର ଲୋକେ ନ୍ୟାୟ ଦାବିରେ ଆଗକୁ ଆସିଛନ୍ତି । ଏହି ପ୍ରସଙ୍ଗରେ ସେମାନେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗଙ୍କୁ ଏକ ଦାବିପତ୍ର!-->…
Read More...
Read More...
ବ୍ଲକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ କର୍ମଶାଳା
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହ ଠାରେ ଆଜି ବଙ୍ଗୋମୁଣ୍ଡା ବ୍ଲକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବଙ୍ଗୋମୁଣ୍ଡା!-->…
Read More...
Read More...