Browsing Category
ଓଡିଶା
ଟିଟିଲାଗଡରେ ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଉ କିଛି ଦିନ ପରେ ହେବ ରଥଯାତ୍ରା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ସହରରେ କିଭଳି ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ ସେନେଇ ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ଦଧି ବାମନ ଓ ଧବଳେଶ୍ୱର ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ!-->…
Read More...
Read More...
ଆଶଙ୍କା ଭିତରେ ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ ଅଞ୍ଚଳର ଚାଷୀ
ଜୟପାଟଣା, (ଶେଷଦେବ ବେହେରା) : ଚଳିତ ରବିରେ ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ କେନାଲ ମାଧ୍ୟମରେ ଜୟପାଟଣା ବ୍ଲକର ୬୬୭୧ ହେକ୍ଟର ଜମିରେ ସୁରକ୍ଷିତ ଜଳ ସେଚନ ପରେ ମଧ୍ୟ ଚାଷୀଙ୍କ ପାଇଁ ମଣ୍ଡି ମାଧ୍ୟମରେ ଧାନ ବିକ୍ରି ଏକ ସମସ୍ୟା ଭାବରେ ଦେଖା ଦେଇଥିଲା । ନିଜର ନ୍ୟାୟିକ ଅଧିକାରକୁ ସାବ୍ୟସ୍ତ!-->…
Read More...
Read More...
ୟୁନିଭର୍ସାଲ୍ ଓଡିଶା ପକ୍ଷରୁ ଚଳିତ ମାସ ଜୁନ୍ ୨୭ ଓ ୨୮ରେ ରାଉରକେଲା ଭଞ୍ଜ ଭବନରେ ଅଲ୍-ଓଡିଶା ପ୍ରିମିୟର ସୌନ୍ଦର୍ଯ୍ୟ…
ରାଉରକେଲା, (କେପିଏନ୍ଏସ୍) : ଚଳିତ ଜୁନ୍ ୨୭ ଓ ୨୮ ତାରିଖରେ ୟୁନିଭର୍ସାଲ ଓଡିଶା-୨୦୨୬ ପକ୍ଷରୁ ଏକ ଅଲ୍-ଓଡିଶା ପ୍ରିମିୟର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ହୋଟେଲ ପିୟର୍ଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ଯେ, ୟୁନିଭର୍ସାଲ୍ ଓଡିଶା ୨୦୨୬!-->…
Read More...
Read More...
କୁଆରମୁଣ୍ଡା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
ରାଉରକେଲା, (କେପିଏନ୍ଏସ୍) : କୁଆରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ ଓ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ ।!-->…
Read More...
Read More...
କନ୍ଧମାଳରେ ମାଓବାଦୀଙ୍କ ଗୁପ୍ତ ଅସ୍ତ୍ର ଭଣ୍ଡାର ଠାବ : ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିଭିନ୍ନ ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଆଧାରରେ କନ୍ଧମାଳ ପୁଲିସ ଏକ ବଡ଼ ମାଓବାଦୀ ବିରୋଧୀ ଅଭିଯାନ ଚଲାଇ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ସୂଚନା ଅନୁଯାୟୀ, ମାଓବାଦୀମାନେ କୋଟଗଡ଼,!-->…
Read More...
Read More...
ଉପ କାରାଗାର ପରିସରରୁ ବାହାରୁଥିବା ଆବର୍ଜନା ପାଣି ଦୁର୍ଗନ୍ଧରେ ଗୁଳିମରାପଦା ବାସିନ୍ଦା ହନ୍ତସନ୍ତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ କାରାଗାର ପରିସରରୁ ବାହାରୁଥିବା ଆବର୍ଜନା ପାଣି ଦୁର୍ଗନ୍ଧରେ ଗୁଳିମରାପଦା ବାସିନ୍ଦା ହନ୍ତସନ୍ତ ହେଉଛନ୍ତି । ବାଲିଗୁଡ଼ା ଏନ୍ଏସିର ୧୨ ନମ୍ବର ୱାର୍ଡ କଲେଜ ଘାଟି ଉପରେ ରହିଛି । ବାଲିଗୁଡାର ଉପକାରାଗାର ।!-->…
Read More...
Read More...
ଏକ ବର୍ଷ ଧରି ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଶିକ୍ତ ଦିଗାଳଙ୍କ ଉପରେ ପ୍ରଶାସନର ଦୃଷ୍ଟି ପଡିଲା : ସମସ୍ତ ଭତ୍ତା…
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଅନେକ ଗରିବ ଓ ଅସହାୟ ଲୋକେ ଭତ୍ତା ନ ପାଇ ଏବେ ଯନ୍ତ୍ରଣା ଦାୟକ ଜୀବନ ଜିଉଁଛନ୍ତି । ଆଉ ଯେଉଁମାନେ ଭତ୍ତା ଟଙ୍କା ଉପରେ ନିର୍ଭର କରି ପେଟ ପୋଷନ୍ତି, ସେହିମାନେ ଏବେ ଭତ୍ତା ନ ପାଇ ଅଧିକ କଲବଲ ହେବାରେ ଲାଗିଛନ୍ତି । ଏମିତି ଜଣେ!-->…
Read More...
Read More...
ସିନାପାଲିରେ କବି ଚଣ୍ତିଚରଣ ବିଶି ଜୟନ୍ତୀ : କବିତା ପାଠ, ସମୀକ୍ଷା ଓ ଆଲୋଚନା ଅନୁଷ୍ଠିତ
ସିନାପାଲି, (କେପିଏନ୍ଏସ୍) : ଓଡ଼ିଶା ଛତିଶଗଡ଼ ସୀମାରେ ରହି ଜୀବନ ତମାମ ସାହିତ୍ୟ ସାଧନା ମାଧ୍ୟମରେ ଓଡ଼ିଆ ଭାଷା ସୁରକ୍ଷା ଦିଗରେ ମହତ୍ୱପୂର୍ଣ୍ଣ ଅବଦାନ ଦେଇଥିବା କବି ଚଣ୍ତିଚରଣ ବିଶିଙ୍କ ଜନ୍ମଜୟନ୍ତୀ ବୁଧବାର ସିନାପାଲି ପିଏମଶ୍ରୀ ହାଇସ୍କୁଲ ଠାରେ ପାଳନ କରାଯାଇଛି । ସ୍ଥାନୀୟ ଗଙ୍ଗାଧର!-->…
Read More...
Read More...
ଉତ୍କଳ ବଣିକ ସଂଘ ଟିଟିଲାଗଡ଼ ଶାଖାର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ବ୍ୟବସାୟୀକ ପ୍ରତିଷ୍ଠାନ/ଦୋକାନମାନଙ୍କୁ ନେଇ କିଛି ଦିନ ତଳେ ଏକ ନୂତନ ବଣିକ ସଙ୍ଘ ଗଠନ କରାଯାଇଥିଲା । ତାହାର ନା ଦିଆଗଲା ଉତ୍କଳ ବଣିକ ସଙ୍ଘ । ତେବେ ସର୍ବ ସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇଥିଲା । ସେହି!-->…
Read More...
Read More...
ଜିଲ୍ଲାପାଳ ଓ ଏସପିଙ୍କ ତ୍ୱରାନ୍ୱିତ ଉଦ୍ୟମ ଯୋଗୁଁ ପାଞ୍ଚ ଲକ୍ଷ ଫେରିପାଇଲେ ବୃଦ୍ଧା
ବଲାଙ୍ଗିର, (କେପିଏନ୍ଏସ୍) : ଅସହାୟ ଓ ଗରିବ ଲୋକଙ୍କ ସହ ବଲାଙ୍ଗିର ଜିଲ୍ଲା ପ୍ରଶାସନ ସଦାସର୍ବଦା ରହିଛି । ସୁକତେଲ ବୁଡ଼ି ଅଞ୍ଚଳର ଜଣେ ଅସହାୟା ବିସ୍ଥାପିତ ବୃଦ୍ଧାଙ୍କ ମୁହଁରେ ହସ ଫେରାଇ ତାହାକୁ ପ୍ରମାଣ କରିଦେଖାଇଛି ଜିଲ୍ଲା ପ୍ରଶାସନ । ଜଣେ ଦୁର୍ବୃତ୍ତ ଚଞ୍ଚକତା କରି ବୃଦ୍ଧାଙ୍କ!-->…
Read More...
Read More...