Browsing Category
ଓଡିଶା
ପରିତ୍ୟକ୍ତ ଅବସ୍ଥାରେ ନୁନପୁର ଛକ ଯାତ୍ରୀ ବିଶ୍ରାମାଗାର
ମରାମତି ଓ ନୂତନ ଶୌଚାଳୟ ପାଇଁ ଦାବି
ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକର ନୁନପୁର ଛକ ଠାରେ ଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ନିର୍ମିତ ଯାତ୍ରୀ ବିଶ୍ରାମ ଗୃହ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଦୀର୍ଘଦିନ ଧରି ରକ୍ଷଣାବେକ୍ଷଣର ଅଭାବ!-->!-->!-->…
Read More...
Read More...
ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା…
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୁକ୍ତ ଯୋଜନା) ତରଫରୁ ଜିଲ୍ଲା ସଭାପତି ଶିତୋଷ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତା ତଥା ଶିକ୍ଷକମାନେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଯାଇ ପ୍ରାଥମିକ!-->…
Read More...
Read More...
ଅବିଳମ୍ବେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ଛାତ୍ରଛାତ୍ରୀମାନଙ୍କୁ ନୂତନ ପାଠ୍ୟପୁସ୍ତକ ପ୍ରଦାନ କର –…
ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ବର୍ଷ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛପାଯାଇଥିବା ସମସ୍ତ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ଲୋକଲୋଚନକୁ ଆସିଛି । ଏହା ଫଳରେ ରାଜ୍ୟର ଛାତ୍ର, ଶିକ୍ଷକ, ଅଭିଭାବକ ଓ ଶିକ୍ଷାପ୍ରେମୀ ଜନଗଣଙ୍କ ମଧ୍ୟରେ!-->…
Read More...
Read More...
ଛତ୍ରପୁର କଳାବିକାଶ କେନ୍ଦ୍ର ପକ୍ଷରୁ ତିନିଦିନିଆ ରଜ ମଉଜ ସମାହିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଳାବିକାଶ କେନ୍ଦ୍ର ପକ୍ଷରୁ ତିନିଦିନିଆ ରଜ ମଉଜ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଓଡିଶାର ଅନ୍ୟତମ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ, ସଙ୍ଗୀତ କଳା ମନ୍ଦିର ଛତ୍ରପୁର କଳାବିକାଶ କେନ୍ଦ୍ର ଅଧ୍ୟକ୍ଷା ଡ଼ଃ. ଅଳକା ସାହୁଙ୍କ!-->…
Read More...
Read More...
କେରାଣ୍ଡିତୋଳା ନାରାୟଣପୁରର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରଜ ମହୋତ୍ସବ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ପ୍ରତିଷ୍ଠିତ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ତିନିଦିନିଆ ରଜାମହୋତ୍ସବ ମହା ଆଡମ୍ବର ସହ ଆୟୋଜିତ ହୋଇଯାଇଛି । ଉକ୍ତ ତିନି ଦିନିଆ ଉତ୍ସବରେ ଗ୍ରାମର କୁଆଁରି କନ୍ୟା ମାନଙ୍କ ମଧ୍ୟରେ!-->…
Read More...
Read More...
ପଦ୍ମପୁରରେ ନୂତନ ଡିଜିଟାଲ୍ ହୋର୍ଡିଂର ଶୁଭାରମ୍ଭ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ସୌନ୍ଦର୍ଯ୍ୟକରଣ ଏବଂ ସୂଚନା ପ୍ରଦାନ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ରେ ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନୂତନ ଡିଜିଟାଲ୍ ହୋର୍ଡିଂଗୁଡ଼ିକର ଶୁଭାରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ!-->…
Read More...
Read More...
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ…
ଓଡ଼ିଶା ଓ ପଶ୍ଚିମବଙ୍ଗର ଭାବଗତ ସମ୍ପର୍କ ଆହୁରି ମଜଭୁତ ହେବ - ମୁଖ୍ୟମନ୍ତ୍ରୀ
ବରଗଡ, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଶ୍ରମ, ବୟନ ଶିଳ୍ପ ଓ ଦକ୍ଷତା ବିକାଶ ସମ୍ବନ୍ଧୀୟ ସ୍ଥାୟୀ ପାର୍ଲ୍ୟାମେଣ୍ଟାରୀ କମିଟିର ଅଧ୍ୟକ୍ଷ, ସାଂସଦ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ରସରାଜ!-->!-->!-->…
Read More...
Read More...
ଛତ୍ରପୁରରେ “ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ” କାର୍ଯ୍ୟକ୍ରମ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ‘ବିକାଶର ଧାରା, ଓଡ଼ିଶା ସାରା’ ପରିପ୍ରେକ୍ଷୀରେ ମଙ୍ଗଳବାର ଛତ୍ରପୁର ମ୍ୟୁନିସିପାଲିଟି ପକ୍ଷରୁ ଆୟୋଜିତ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୌରାଞ୍ଚଳକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ!-->…
Read More...
Read More...
ବୃଦ୍ଧାବସ୍ଥା ଭତ୍ତା ପ୍ରଦାନରେ ବିଳମ୍ବ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ, ବ୍ରହ୍ମପୁର ସାଂସଦ ଡଃ…
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ଶା ଭଳି ଗରିବ ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ସହାୟତା ରାଶି ପ୍ରଦାନରେ ବ୍ୟତିକ୍ରମ ଦେଖାଦେଇଛି । ବିଶେଷ କରି ମଧୁବାବୁ ପେନସନ୍ ଯୋଜନା ଓ ଜାତୀୟ ବୃଦ୍ଧାବସ୍ଥା ଭତ୍ତା ପ୍ରଦାନରେ ସଫ୍ଟୱେର ଜନିତ ସମସ୍ୟା ଓ ବୈଷୟିକ ତ୍ରୁଟି କାରଣରୁ ଭତ୍ତା!-->…
Read More...
Read More...
ଖେଳୁଥିବା ବେଳେ ବଲ୍ ବିସ୍ପୋରଣ : ଜଣେ ଆହତ
ଶେରଗଡ ଥାନା ଅଧିକାରୀଙ୍କ ତଦନ୍ତରେ ଅବହେଳା ଅଭିେଯୋଗ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶେରଗଡ ବ୍ଲକ ଅନ୍ତର୍ଗତ କୁରୁଳା ପଞ୍ଚାୟତ ମହୁରିକଣା ଗ୍ରାମରେ ଯୁବତୀମାନେ ଖେଳୁଥିବା ସମୟରେ ଗୋଲାକାର ବଲ୍ଟି ପଡ଼ିଥିବାର ଦେଖିଥିଲେ । ଖେଳୁଥିବା ସମୟରେ ବଲ୍ଟିକୁ ଫୋପାଡି ଖେଳିବା ପରେ!-->!-->!-->…
Read More...
Read More...