Browsing Category

ଓଡିଶା

ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ‘ଅନୁଦାନ ପରିଚାଳନା’ ସେମିନାର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀର ଅନୁଦାନ ପରିଚାଳନା ଓ ପ୍ରକଳ୍ପ ପ୍ରଭାବକୁ ସୁଦୃଢ଼ କରିବା ଲକ୍ଷ୍ୟରେ “ଅନୁଦାନ” ଥିମରେ ଗ୍ରାଣ୍ଟ ମ୍ୟାନେଜମେଣ୍ଟ ସେମିନାର ଆଜି ରାଉରକେଲା କ୍ଲବରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଜୀକରଣ ପରେ ପୂର୍ବାହ୍ନରେ ଉଦଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
Read More...

ମାୟାବର୍ହା ଉଚ୍ଚ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଯୋଗ, ଧ୍ୟାନ ଓ ପ୍ରାଣାୟାମ ଏ ତିନିହେଁ ସୁସ୍ଥ ଶରୀରର ଉତ୍ତମ ଲକ୍ଷଣ । ଏକ ସୁସ୍ଥ ଶରୀର ପାଇଁ ସୁସ୍ଥ ମନ ଆବଶ୍ୟକ । ଏହି ଲକ୍ଷ୍ୟ ନେଇ ଆଜି ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ଯୋଗ ଦିବସ
Read More...

ବଲାଙ୍ଗିର ରାଜେନ୍ଦ୍ର ପାର୍କରେ ମହାସମାରୋହରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ମହିଳା ବିକାଶ ପରିଷଦ, ପାତାଞ୍ଜଳୀ ଯୋଗ ପୀଠ, ମାଲପଡ଼ା ରାମାସ୍ୱାମୀ ମହିଳା କମିଟି ଓ ଆଦ୍ୟାଶକ୍ତି ନାରୀ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ରାଜେନ୍ଦ୍ର ପାର୍କ ଠାରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ
Read More...

କୃଷି ଉଦ୍ୟୋଗୀ ପ୍ରମିଳ ପଣ୍ଡାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ପିପଲଗୁଡ଼ା ଗ୍ରାମର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଲାଭ କରି ଜୟପାଟଣାରେ ଅବସ୍ଥାନ କରୁଥିବା କୃଷି ଉଦ୍ୟୋଗୀ ପ୍ରମିଳ କୁମାର ପଣ୍ଡା(୬୯)ଙ୍କ ଜୟପାଟଣା ସ୍ଥିତ ନିଜ ବାସଭବନରେ ପରାଲୋକ ହୋଇଯାଇଛି । ରବିବାର ସକାଳୁ ଗୁରୁତର ହେବାରୁ
Read More...

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସହରରେ ଏକ ଜଙ୍ଗଲୀ ଭାଲୁ ଆତଙ୍କ ଖେଳାଇଥିଲା । ସୂଚନାନୁଯାୟୀ ଏକ ଜଙ୍ଗଲୀ ଭାଲୁ ସ୍ଥାନୀୟ ବାପୁଜୀ ବିଦ୍ୟାଳୟ ନିକଟସ୍ଥ ଅବସରପ୍ରାପ୍ତ ଜିଲ୍ଲା ଜଜ ଉଦୟଭାନୁ ଜେନାଙ୍କ ଘର ପରିସରକୁ ସନ୍ଧ୍ୟା ସମୟରେ
Read More...

ନୂଆପଡ଼ାରେ ପିଏମ୍-କିଷାନ ଉତ୍ସବ ଦିବସ ପାଳିତ : ୮୫ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ଗଲା ପିଏମ୍-କିଷାନର ୨୩ତମ…

ନୂଆପଡ଼ା, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୩ତମ କିସ୍ତି ବଣ୍ଟନ ଅବସରରେ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର, ସିଲଦାଠାରେ ଜିଲ୍ଲାସ୍ତରୀୟ ପିଏମ୍-କିଷାନ ଉତ୍ସବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର
Read More...

ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଯୋଗ ଦିବସ ପାଳନ

ଯୋଗାସନ ଓ ପ୍ରାଣାୟାମରେ ମଗ୍ନ ଛାତ୍ରୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ
Read More...

ଗଣ୍ତାବାହାଲିଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ହାଇସ୍କୁଲ ପଡ଼ିଆ ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତତ୍ତ୍ଵାବଧାନରେ ସ୍ଥାନୀୟ ପଞ୍ଚାୟତ ହାଇସ୍କୁଲ, ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଏବଂ ଗଣ୍ତାବାହାଲି ଗ୍ରାମର ଜନସାଧାରଣଙ୍କ ଯୋଗଦାନରେ
Read More...

ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସର ପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ତରଫରୁ ଶବରୀ ନାରାୟଣ ଧର୍ମଶାଳା ଇନ୍ଦିରା ନଗର ବଲାଙ୍ଗିର ଠାରେ ଆଜି ତା ୨୧.୦୬.୨୦୨୬ ଦିନ ସକାଳ ୫.୩୦ ଘଟିକା ସମୟରେ ଦ୍ଵାଦଶତମ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକାରୀ ସଭାପତି ମଧୁ
Read More...

ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଯୋଗ ଦିବସ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ଯୁବ ରେଡକ୍ରସ୍‌ର ଜିଲ୍ଲା ସଂଯୋଜକ କାଉନସେଲର ମାନସରଂଜନ ପ୍ରଧାନ,
Read More...