Browsing Category
ଦେଶ ବିଦେଶ
ଏଫଏମଡି ପାଇଁ କମ୍ପାର୍ଟମେଣ୍ଟାଲାଇଜେସନ୍ ଓ ଜୋନିଂ ଉପରେ ଭୁବନେଶ୍ୱରରେ ଜାତୀୟ କର୍ମଶାଳା
ଡେୟାରୀ କ୍ଷେତ୍ରକୁ ମିଳିଲା ଡିଜିଟାଲ୍ ଗତି; ଏକାଧିକ ଆପ୍, ପୋର୍ଟାଲ ଓ ଏସଓପିର ଉଦ୍ଘାଟନ କଲେ ରାଜୀବ ରଞ୍ଜନ ସିଂହ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧଉତ୍ପାଦନ ମନ୍ତ୍ରଣାଳୟ ଅଧିନସ୍ଥ ପଶୁପାଳନ ଏବଂ ଦୁଗ୍ଧଉତ୍ପାଦନ ବିଭାଗ ଆନୁକୂଲ୍ୟରେ ୮ ଜୁଲାଇ ୨୦୨୦ ରେ!-->!-->!-->…
Read More...
Read More...
ଗଭୀର ସମୁଦ୍ରରୁ ମାଛଧରାର ଦୀର୍ଘସ୍ଥାୟୀ ଉପଯୋଗିତା ପାଇଁ ପ୍ରାଧିକରଣ ପତ୍ର ଜାରି ନିମନ୍ତେ ଜାତୀୟ କାର୍ଯ୍ୟକ୍ରମର…
ଭାରତର ସାମୁଦ୍ରିକ ଯାତ୍ରାରେ ଗଭୀର ସମୁଦ୍ର ଏକ ନୂତନ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ: ଉପ-ରାଷ୍ଟ୍ରପତିଯୁବବର୍ଗ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରକୁ ବିଜ୍ଞାନ ଓ ପ୍ରଯୁକ୍ତି ଦ୍ୱାରା ପରିଚାଳିତ ଏକ ଆଧୁନିକ ବୃତ୍ତି ଭାବରେ ଦେଖିବା ଉଚିତ: ଉପ-ରାଷ୍ଟ୍ରପତିଦୀର୍ଘସ୍ଥାୟୀ ମାଛ ଧରା ଏକ ନୈତିକ!-->…
Read More...
Read More...
ଦେଶର ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ଗୃହମନ୍ତ୍ରୀଙ୍କ ସମୀକ୍ଷା
ଯାତ୍ରୀଙ୍କ ନିରବଚ୍ଛିନ୍ନ ଯାତାୟାତ ପାଇଁ ବିମାନବନ୍ଦରର ପ୍ରତ୍ୟେକ ପର୍ଯ୍ୟାୟରେ ସମନ୍ୱିତ ଯୋଜନାସମସ୍ତ ବିମାନ ବନ୍ଦରରେ ପର୍ଯ୍ୟାୟକ୍ରମେ ସ୍ୱୟଂକ୍ରିୟ ଏକ୍ସ-ରେ ଟ୍ରେ ରିଟର୍ଣ୍ଣ ସିଷ୍ଟମ ଲାଗୁ କରାଯିବ୨୦୨୭ ସୁଦ୍ଧା ସମସ୍ତ ରାଜ୍ୟ ମୁଖ୍ୟାଳୟରେ ଏଫ୍. ଆର୍. ଆର୍. ଓ. କାର୍ଯ୍ୟାଳୟ ପ୍ରତିଷ୍ଠା!-->…
Read More...
Read More...
ଓଡ଼ିଶାରେ ମତ୍ସ୍ୟଚାଷ ଓ ଜଳଜୀବ ପାଳନ ବିକାଶ ଯୋଜନାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ
ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ପକ୍ଷରୁ ୮ ଜୁଲାଇ ୨୦୨୬ରେ ଓଡ଼ିଶାର ଭୁବନେଶ୍ୱରଠାରେ "ଓଡ଼ିଶାରେ ମତ୍ସ୍ୟ ଏବଂ ଜଳଜୀବ ପାଳନ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ରୂପାୟନ" ସମ୍ପର୍କିତ ଏକ ସମୀକ୍ଷା ବୈଠକ!-->…
Read More...
Read More...
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ
ନୂଆଦିଲ୍ଲୀ, (ପିଆଇବି) : ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ଆସନ୍ତାକାଲି, ୯ ଜୁଲାଇ ୨୦୨୬ରେ ଭୁବନେଶ୍ୱର ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ, ଉପରାଷ୍ଟ୍ରପତି ଭୁବନେଶ୍ୱରର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ଠାରେ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ସମୁଦ୍ରରେ!-->…
Read More...
Read More...
ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି
ମୁକ୍ତ ସାଗରରେ ଦୀର୍ଘସ୍ଥାୟୀ ମତ୍ସ୍ୟ ଉତ୍ପାଦନ ଲାଗି ଅନୁମୋଦନ ପତ୍ରର ମଧ୍ୟ କରିବେ ଶୁଭାରମ୍ଭମତ୍ସ୍ୟଚାଷ ସମବାୟ ଏବଂ ମତ୍ସ୍ୟ ଚାଷୀ ଉତ୍ପାଦକ ସଂଗଠନ (ଏଫଏଫପିଓ) ମାଧ୍ୟମରେ ମତ୍ସ୍ୟଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଉପରେ ବିଶେଷ ଗୁରୁତ୍ୱ
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ!-->!-->!-->…
Read More...
Read More...
‘ମିଶନ୍ ୭୦ ଲକ୍ଷ ବୃକ୍ଷରୋପଣ’ର ଶୁଭାରମ୍ଭ ସହ ଦିଲ୍ଲୀରେ ଏକାଧିକ ବିକାଶ ପ୍ରକଳ୍ପର ଲୋକାର୍ପଣ କଲେ ଅମିତ ଶାହ
‘ଏକ ପେଡ଼ ମା' କେ ନାମ’ ଅଭିଯାନକୁ ମିଳିଲା ନୂଆ ଗତି; ଦିଲ୍ଲୀରେ ଆରମ୍ଭ ହେଲା ‘ମିଶନ୍ ୭୦ ଲକ୍ଷ ବୃକ୍ଷରୋପଣ’‘ଦିଲ୍ଲୀ ରିଜ୍ ପୁନରୁଦ୍ଧାର ଅଭିଯାନ’ର ଶୁଭାରମ୍ଭ; ସେଣ୍ଟ୍ରାଲ୍ ରିଜ୍ ଓ ନାନକପୁରା ରିଜ୍ରେ ବୃକ୍ଷରୋପଣ କଲେ ସ୍ବରାଷ୍ଟ୍ର ମନ୍ତ୍ରୀଦିଲ୍ଲୀ ରିଜ୍ରେ ପରିବେଶ ଅନୁକୂଳ ବନୀକରଣ;!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଭାରତ-ଇଣ୍ଡୋନେସିଆ ମିଳିତ ବିବୃତ୍ତି
ଇଣ୍ଡୋନେସିଆ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ପ୍ରବୋବୋ ସୁବିଆନ୍ତୋଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬-୮ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିଥିଲେ। ଭାରତର ୭୬ତମ ଗଣରାଜ୍ୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରପତି ପ୍ରବୋବୋଙ୍କ!-->…
Read More...
Read More...
ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
ମହାମହିମ ରାଷ୍ଟ୍ରପତି ପ୍ରବୋଓଉଭୟ ଦେଶର ପ୍ରତିନିଧିମଣ୍ଡଳ,ଗଣମାଧ୍ୟମର ବନ୍ଧୁଗଣ,ନମସ୍କାର!ସେଲାମାତ ସିଆଙ୍ଗ! (ଶୁଭ ଅପରାହ୍ନ)
ସର୍ବପ୍ରଥମେ, ମୁଁ ଏହି ଭବ୍ୟ ଓ ଆନ୍ତରିକ ସ୍ୱାଗତ ପାଇଁ ମୋର ବନ୍ଧୁ ରାଷ୍ଟ୍ରପତି ପ୍ରବୋଓଙ୍କୁ ସହୃଦୟତାର ସହିତ କୃତଜ୍ଞତା ଜଣାଉଛି।
ଗତ ବର୍ଷ ଭାରତର!-->!-->!-->!-->!-->…
Read More...
Read More...
ଜୁଲାଇ ୧୦ରେ ଭୁବନେଶ୍ୱରଠାରେ ଆୟୋଜିତ ହେବ ୧୯୮ତମ ରକ୍ଷା ପେନସନ ସମାଧାନ
ଭୁବନେଶ୍ୱର, (ପିଆଇବି) : ପ୍ରଧାନ ପ୍ରତିରକ୍ଷା ଲେଖା ନିୟନ୍ତ୍ରକ (ପେନସନ୍), ପ୍ରୟାଗରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ ଛତିଶଗଡ଼ ମୁଖ୍ୟାଳୟ ଏବଂ ଓଡ଼ିଶା ସବ୍ ଏରିଆ ଏବଂ ଷ୍ଟେସନ୍ ମୁଖ୍ୟାଳୟ, ଭୁବନେଶ୍ୱରଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ ରହୁଥିବା ପ୍ରତିରକ୍ଷା ପେନସନଭୋଗୀ!-->…
Read More...
Read More...