Browsing Category

ଦେଶ ବିଦେଶ

ଜେଲେନସ୍କିଙ୍କୁ ରୁଷର ସବୁଠାରୁ ବଡ ପ୍ରହାର, ଏହି ଆକ୍ରମଣର ବିନାଶ ହେଉଛି ସବୁଠାରୁ ଭାରୀ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି । ଏହି ସମୟରେ, ରୁଷ ୟୁକ୍ରେନ ଉପରେ ଏପରି ଆକ୍ରମଣ କରିଛି ଯେ, ଏହାର ଶତାବ୍ଦୀ ପୁରୁଣା ଇତିହାସ ଲିଭାଇ ଦେଇଛି । ରୁଷୀୟ ସୈନିକମାନଙ୍କ ଏହି ଅଜବ୍‌ ଆକ୍ରମଣ ପାଇଁ ୟୁକ୍ରେନ କେବେବି କ୍ଷତିପୂରଣ ଦେଇପାରିବ ନାହିଁ ।
Read More...

ଦେଶରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : ଚୀନ୍ ସମେତ ବିଶ୍ୱର ଅନେକ ଦେଶରେ କରୋନାର ତୀବ୍ର ସଂକ୍ରମଣ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକ ପରେ ଶ୍ରୀ ମାଣ୍ଡଭିଆ କହିଛନ୍ତି ଯେ, କରୋନା ଏପର୍ଯ୍ୟନ୍ତ ଦେଶ ଛାଡି ନାହିିଁ । ଆମେ
Read More...

୪୦ ଘଣ୍ଟାର ଡ୍ରାମା ପରେ ପାକ୍ ଆର୍ମି ଅପରେସନରେ ୩୩ ଟିଟିପି ଆତଙ୍କବାଦୀ ସହ ୨ କମାଣ୍ଡୋଙ୍କ ପ୍ରାଣ ଗଲା

ଇସ୍‌ଲାମାବାଦ : ୪୦ ଘଣ୍ଟା ଧରି ଚାଲିଥିବା ତେହେରିକ-ଇ-ତାଲିବାନ (ଟିଟିପି)ର ଡ୍ରାମାକୁ ପାକିସ୍ତାନୀ ସେନା ସମାପ୍ତ କରିଛି । ସମସ୍ତ ୩୩ ଟିଟିପି ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ସେନା ଦାବୀ କରିଛି । ସେନାର ଅପରେସନ ପରେ ଆକାଶରେ କଳା ଧୂଆଁ ଉଠିଥିବାର ଦେଖାଯାଇଛି । ଅପରପକ୍ଷେ ଏହି ଅପରେସନ
Read More...

ତାଲିବାନର ଆଉ ଏକ ଅବୈଧ ଆଦେଶ, ବିଶ୍ୱବିଦ୍ୟାଳୟରେ ବାଳିକା ଶିକ୍ଷା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ଏକ ନିଷ୍ପତ୍ତି ସମଗ୍ର ବିଶ୍ୱକୁ ଚକିତ କରିଛି । ତାଲିବାନ ଝିଅମାନଙ୍କ ପାଇଁ ଉଚ୍ଚ ଅଧ୍ୟୟନର ସମସ୍ତ ରାସ୍ତା ବନ୍ଦ କରିଦେଇଛି । ବାସ୍ତବରେ ତାଲିବାନ ମଙ୍ଗଳବାର ଦିନ ଏକ ନୂତନ ଆଦେଶ ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ, ବିଶ୍ୱବିଦ୍ୟାଳୟରେ
Read More...

ୟୁଟ୍ୟୁବରେ ମିଥ୍ୟା ସୂଚନା ପ୍ରବାହ ଉପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ ମିଥ୍ୟା ଖବର ପ୍ରସାରଣ ପାଇଁ ୩ଟି ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ କଲାସୁପ୍ରିମକୋର୍ଟ, ଭାରତର ପ୍ରଧାନ ବିଚାରପତି, ଏବଂ ପ୍ରଧାନମନ୍ତ୍ରୀଙ୍କ ସଂକ୍ରାନ୍ତରେ ମିଥ୍ୟା ଭିଡିଓର ଖୁଲାସା କଲା ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟଭାରତୀୟ ନିର୍ବାଚନ କମିଶନ,
Read More...

ସରଗମ୍‌ କୌଶଲ ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ

ନୂଆଦିଲ୍ଲୀ : ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ବିଶ୍ୱ ସୁନ୍ଦରୀର ମୁକୁଟ ପିନ୍ଧିଲେ ସରଗମ୍ କୌଶଲ । ଲସ୍ ଭେଗାସ୍‌ରେ ଆୟୋଜିତ ହୋଇଥିଲା ଗାଲା ଇଭେଣ୍ଟ । ଏହି ମିସ୍‌ ଓ୍ୱାର୍ଲଡ ଗାଲା ଇଭେଣ୍ଟରେ ୬୩ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ
Read More...

ଜାନୁଆରୀ ୨୫ରୁ ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍

ନୂଆଦିଲ୍ଲୀ : ରେଳବାଇର ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍‌ ଜାନୁଆରୀ ୨୫ରୁ ଆରମ୍ଭ ହେବ । ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ଓ ଐତିହ୍ୟସ୍ଥଳୀ ପରିଦର୍ଶନ କରିବେ । ପୁରୀର ଜଗନ୍ନାଥ ମନ୍ଦିର ବ୍ୟତୀତ ଝାଡ଼ଖଣ୍ଡର
Read More...

୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରା ୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ । ଦିଲ୍ଲୀ ପରେ ପଦଯାତ୍ରା ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଜାନୁୟାରୀ ୨୬ରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ କଂଗ୍ରେସ ନେତା
Read More...

୨୦୧୪ ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ଶାନ୍ତିର ଯୁଗ ଆରମ୍ଭ ହୋଇଛି, ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୮୦% ହ୍ରାସ, ୬୦୦୦…

● ଅଧିକାଂଶ ସ୍ଥାନରୁ ଏଏଫଏସପିଏ ପ୍ରତ୍ୟାହାର, ଶାନ୍ତି ରାଜିନାମା ସ୍ୱାକ୍ଷରିତ : କେନ୍ଦ୍ର ମନ୍ତ୍ରୀ● ସଙ୍କଟରେ ପଡ଼ିଥିବା ଭାରତୀୟ ନାଗରିକଙ୍କ ପ୍ରତି ସରକାରଙ୍କ ପ୍ରାଥମିକତା, ବନ୍ଦେ ଭାରତ ଜରିଆରେ ୧.୮୩ କୋଟି ନାଗରିକଙ୍କୁ ଉଦ୍ଧାର : ଶ୍ରୀ ଠାକୁର● ଆତଙ୍କବାଦ ବିରୋଧରେ ସାରା ବିଶ୍ୱକୁ
Read More...

ଫିଫା ବିଶ୍ୱକପ୍‌ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଦଳ ଏବଂ ଅଧିନାୟକ ଲିଓନେଲ୍‌ ମେସିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଟ୍ୱିଟ୍‌ କରି ଫିଫା ବିଶ୍ୱକପ୍‌ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଦଳ ଏବଂ ଅଧିନାୟକ ଲିଓନେଲ୍‌ ମେସିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ଏହା (ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ୍‌ ମ୍ୟାଚ୍‌) ସବୁଠୁ ରୋମାଞ୍ଚପୂର୍ଣ୍ଣ ଫୁଟବଲ୍‌
Read More...