Browsing Category

ଦେଶ ବିଦେଶ

ଆଉ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’

ନୂଆଦିଲ୍ଲୀ : ଆଉ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ । ୧୦୦ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଲେ ହୀରାବେନ୍ । ନିଶ୍ୱାସ ନେବାରେ ଅସୁବିଧା ଏବଂ ରକ୍ତଚାପର ସମସ୍ୟା ଯୋଗୁଁ ତାଙ୍କୁ ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର
Read More...

ବ୍ରିଜେଶ ଦମାନି ଜାତୀୟ ବିଲିୟାଡର୍‌ସ ଚାମ୍ପିୟନ

ନୂଆଦିଲ୍ଲୀ : ଇନ୍ଦୋରରେ ପିଏସ୍‌ପିବି (ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋସନ ବୋର୍ଡ)ର ଧ୍ରୁବ ସିଟ୍‌ୱାଲଙ୍କୁ ୫-୩ରେ ହରାଇ ଏସିଆନ ଗେମ୍ସ ରୌପ୍ୟ ବିଜେତା ବ୍ରିଜେଶ ଦମାନି ପ୍ରଥମ ଥର ଜାତୀୟ ବିଲିୟାଡର୍‌ସ ଚାମ୍ପିୟନସିପ୍‌ ଜିତିଛନ୍ତି । ଇଣ୍ଡିଆନ ଅଏଲ୍ସର ବ୍ରିଜେଶ କ୍ୱାର୍ଟରଫାଇନାଲ ଓ
Read More...

ନେପାଳ ଓ ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ନେପାଳରେ ବିଳମ୍ୱିତ ରାତିରେ ୪.୭ ଓ ୫.୩ ତିବ୍ରତାରେ ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହିପରି ଉତ୍ତରାଖଣ୍ଡରେ ଏହାର ତିବ୍ରତା କମ୍‌ ରହିଥିଲା । ତେବେ ବର୍ତ୍ତମାନ ଯାଏ ଭୂକମ୍ପରେ କୌଣସି କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିନାହିଁ ।ଏନେଇ ଏନ୍‌ଇଏମ୍‌ଆର୍‌ସି କହିଛି,
Read More...

ରୁଷ୍‌ର ସୀମାରେ ପ୍ରବେଶ କଲା ୟୁକ୍ରେନ, ରୁଷ୍‌ ଏୟାରବେସରେ ଦୁଇଟି ବଡ ବିସ୍ଫୋରଣ : ଡ୍ରୋନ୍ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ : ଦଶ ମାସ ପରେ ମଧ୍ୟ ରୁଷ ଏବଂ ୟୁକ୍ରେନ ଯୁଦ୍ଧରେ ମାତିଛନ୍ତି । ନିକଟରେ ରୁଷ ରାଷ୍ଟ୍ରପତି ପୁଟିନ ଯୁଦ୍ଧର ସମାପ୍ତି ବିଷୟରେ କହିଥିଲେ । ତା’ପରେ ଆମେରିକାରୁ ୟୁକ୍ରେନକୁ ଦେଶଭକ୍ତ କ୍ଷେପଣାସ୍ତ୍ର ପ୍ରତିଶୃତି ଦିଆଯାଇଥିଲା । ସେବେଠାରୁ ୟୁକ୍ରେନ ପୁଣି କାର୍ଯ୍ୟରେ ଲାଗିଛି ।
Read More...

ଚାଇନାରେ କରୋନା ସୁନାମି ଆସୁଛି, ୩ ମାସରେ ୯୦ କୋଟି ସଂକ୍ରମିତ ହେବେ, ବିଶେଷଜ୍ଞମାନଙ୍କ ଦାବୀ

ନୂଆଦିଲ୍ଲୀ : ଚାଇନାରେ କରୋନା ସଂକ୍ରମଣ ସୀମାପାର୍‌ ବୃଦ୍ଧି ପାଉଛି । ଆସନ୍ତା ତିନି ମାସ ମଧ୍ୟରେ ୯୦ କୋଟି ମାମଲା ସାମ୍ନାକୁ ଆସିବ ବୋଲି ବିଶେଷଜ୍ଞମାନେ ଦାବୀ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତି ଏପରି ଯେ, ଡାକ୍ତରଖାନାଗୁଡ଼ିକରେ ବେଡ଼୍‌ ନିଅଂଟ ହୋଇପଡ଼ିଛି । ଡାକ୍ତରଖାନାର ଡାକ୍ତରମାନେ
Read More...

ଜାପାନରେ ଘାତକ ତୁଷାରପାତ : ଅନେକ ଘରେ ବିଦ୍ୟୁତ୍ ନାହିିଁ, ୧୭ ମୃତ, ​​୯୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଜାପାନରେ ଚାଲିଥିବା ମାରାତ୍ମକ ତୁଷାରପାତରେ ଏପର୍ଯ୍ୟନ୍ତ ଅତି କମ୍‌ରେ ୧୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତୁଷାରପାତ ଯୋଗୁଁ ଶହ ଶହ ଘର ବିଦ୍ୟୁତ ହରାଇଛନ୍ତି । ସୋମବାର ବିପର୍ଯ୍ୟୟ ପରିଚାଳନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଏହି
Read More...

ମା’ର ଶେଷ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବିବାହ କଲା ଝିଅ, ବିବାହର ୨ ଘଣ୍ଟା ପରେ ମା’ର ଦେହାନ୍ତ

ଗୟା : ବିହାରର ଗୟାସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ନିଆରା ବିବାହ ଦେଖିବାକୁ ମିଳିଛି । ମା’ର ଶେଷ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବିବାହ କରିଛି ଝିଅ । କେବଳ ମା'ର ଶେଷ ଇଚ୍ଛା ପୂରଣ କରିବା ପାଇଁ ସାତ ଜୀବନ ପାଇଁ ଜଣକ ବରି ନେଇଛି ଝିଅ । ବର୍ତ୍ତମାନ ଏହି ବିବାହ ସମଗ୍ର ଅଞ୍ଚଳରେ ଆଲୋଚନା
Read More...

ଚାଲିଗଲେ ବରିଷ୍ଠ ଅଭିନେତା ଚଲପତି ରାଓ

ଚେନ୍ନାଇ : ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଚଲପତି ରାଓ (୭୮)ଙ୍କ ରବିବାର ପରଲୋକ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିଲେ । ଘରେ ଥିବାବେଳେ ସକାଳେ ତାଙ୍କୁ ହୃଦ୍‌ଘାତ ହୋଇଥିଲା । ତାଙ୍କ ମୃତ୍ୟୁରେ ମନୋରଞ୍ଜନ ଦୁନିଆରେ ଶୋକର ଛାୟା
Read More...

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ

ନୂଆଦିଲ୍ଲୀ : ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସାରା ଦେଶରେ ବିଜେପି ଅନେକ କାର୍ଯ୍ୟକ୍ରମ ଆୟୋଜନ କରୁଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସମସ୍ତ କେନ୍ଦ୍ର ମନ୍ତ୍ରୀ ଅଟଳ ବିହାରୀଙ୍କ ସ୍ମୃତି
Read More...

କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାରଙ୍କ ବିଶେଷ ପଦକ୍ଷେପ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ‘ଆର୍‌ଟି-ପିସିଆର୍’ ଟେଷ୍ଟ୍ ବାଧ୍ୟତାମୂଳକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ
Read More...