Browsing Category
ଦେଶ ବିଦେଶ
ଡ୍ରାଗନ୍ ୟୁରୋପୀୟ ୟୁନିଅନ୍କୁ ଆଖି ଦେଖାଉଛି ଡ୍ରାଗନ୍ : ୟୁରୋପୀୟ ୟୁନିଅନ୍ରେ ଚର୍ଚ୍ଚା
ବ୍ରୁସେଲ୍ସ : ଚାଇନାରେ ବଢ଼ୁଥିବା କରୋନା ସଙ୍କଟ ଯୋଗୁଁ ୟୁରୋପୀୟ ୟୁନିଅନର ସଦସ୍ୟ ଦେଶମାନେ ସତର୍କତାମୂଳକ ଯାତ୍ରା ପ୍ରତିବନ୍ଧକ ଉପରେ ବିଚାର କରୁଛନ୍ତି । ଯଦିବି ଚୀନ୍ ଚେତାବନୀ ଦେଇଛି ଯେ, ଏହା ଜାରି ରହିଲେ ଏହାର ପ୍ରତିଶୋଧ ନିଆଯିବ । ବାସ୍ତବରେ ୟୁରୋପୀୟ ୟୁନିଅନର ଯାତ୍ରା ପ୍ରତିବନ୍ଧକ!-->…
Read More...
Read More...
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ପାଇଁ ପଠାଯାଇଥିଲା ୩ ସୁଟର୍ : ପିଟିଆଇ ନେତାଙ୍କ…
ଲାହୋର : ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପାର୍ଟି ଏବଂ ପଞ୍ଜାବ ସରକାର ବୁଧବାର ଏକ ଆଶ୍ଚର୍ଯ୍ୟଜନକ ବୟାନ ରଖିଛନ୍ତି । କୁହାଯାଇଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଲିଆକତ ଅଲି ଖାନଙ୍କୁ ହତ୍ୟା କରାଯାଇଥିବା ଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ୩ ଜଣ!-->…
Read More...
Read More...
ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଚାରି ଥର ଗୋଆର ମୁଖ୍ୟମନ୍ତ୍ରୀ ରହିଥିବା ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…
ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଚାରି ଥର ଗୋଆ ମୁଖ୍ୟମନ୍ତ୍ରୀ ରହିଥିବା ସ୍ୱର୍ଗବାସୀ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦର!-->…
Read More...
Read More...
ଆସନ୍ତାକାଲି କଳା ଉତ୍ସବ ୨୦୨୨କୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, (ପିଆଇବି) : କଳା ଉତ୍ସବ ୨୦୨୨ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଓ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ୩-୭ ଜାନୁୟାରୀ ୨୦୨୩ ପର୍ୟ୍ୟନ୍ତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ), ଭୁବନେଶ୍ବର!-->…
Read More...
Read More...
ରାଜସ୍ଥାନର ପାଲିରେ ଟ୍ରେନ ଦୁର୍ଘଟଣା : ସୂର୍ଯ୍ୟନଗର ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ
ପାଲି : ରାଜସ୍ଥାନର ପାଲିରେ ସୋମବାର ସକାଳେ ସୂର୍ଯ୍ୟନଗରୀ ଏକ୍ସପ୍ରେସର ଆଠଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଯୋଧପୁର ଡିଭିଜନର ରାଜକିୟବାସ-ବୋମଦରା ବିଭାଗ ମଧ୍ୟରେ ଭୋର୍ ପ୍ରାୟ ୩.୨୭ରେ ଘଟିଛି । ଟ୍ରେନ୍ ବାନ୍ଦ୍ରା ଟର୍ମିନାଲରୁ ଯୋଧପୁର ଯାଉଥିଲା । ଉତ୍ତର ପଶ୍ଚିମ!-->…
Read More...
Read More...
କାର ଏବଂ ଟ୍ରଲି ମୁହାଁମୁହିଁ ଧକ୍କା : ୫ ମୃତ
ଜୟପୁର : ରାଜସ୍ଥାନର ହନୁମାଗଡରେ କାର ଏବଂ ଟ୍ରଲି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଯାତ୍ରୀମାନଙ୍କ ସୂଚନା ଉପରେ ପାଲୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହା ପରେ ପୋଲିସ ଆହତମାନଙ୍କୁ ପାଲୁ!-->…
Read More...
Read More...
ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟ କରି କହିଛନ୍ତି, ୨୦୨୩ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ । ଏହା ଆଶା, ସୁଖ ଏବଂ ଅନେକ ସଫଳତାରେ ପରିପୂର୍ଣ୍ଣ ହେଉ । ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରାପ୍ତ!-->…
Read More...
Read More...
ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ନୂତନ ବର୍ଷ ୨୦୨୩ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ଏକତା, ଅଖଣ୍ଡତା ଏବଂ ବିକାଶ ପାଇଁ ନିଜକୁ ସମର୍ପିତ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ!-->…
Read More...
Read More...
ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ
ଅହମ୍ମଦାବାଦ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା' ହୀରାବେନଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଗାନ୍ଧିନଗର ସେକ୍ଟର ସ୍ଥିତ ଶ୍ମଶାନ ଘାଟରେ ହୀରାବେନଙ୍କ ଅନ୍ତିମ ସତ୍କାର କରାଯାଇଛି । ଶ୍ରୀ ମୋଦୀ ମା'ଙ୍କୁ ମୁଖାଗ୍ନି ଦେଇଛନ୍ତି । ଶୁକ୍ରବାର ଭୋର ୩.୩୦ରେ ହୀରାବେନଙ୍କର!-->…
Read More...
Read More...
ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ କାର ଦୁର୍ଘଟଣା
ରୁର୍କି : ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ କାର ଦୁର୍ଘଟଣା ହୋଇଥିବା ଖବର ମିଳିଛି । ତେବେ ରିଷଭ ରୁର୍କି ଫେରୁଥିବା ବେଳେ ତାଙ୍କ କାର ଡିଭାଇଡର୍ ସହିତ ଧକ୍କା ହୋଇଥିଲା । ଫଳରେ ରୁର୍କିର ଗୁରୁକୁଲ ଠାରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ରିଷଭ । ଦୁର୍ଘଟଣାରେ ତାଙ୍କର ଶରୀରର ଅନେକ!-->…
Read More...
Read More...