Browsing Category

ଅପରାଧ

ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ସିଂଦୁକରେ ଲୁଚେଇ ରଖିଥିଲା ଶବ : ମାତ୍ର ୬ ମାସ ପୂର୍ବରୁ ବିବାହ କରିଥିଲା

ନାହନ : ହିମାଚଳ ପ୍ରଦେଶର ସିର୍‌ମୋର ଜିଲ୍ଲାର ପାଂବ୍‌ଟା ସାହିବ୍‌ର ପୁରୁୱାଲା ଗାଁର ଏକ ଘରେ ମିଳିଛି ଜଣେ ମହିଳାଙ୍କ ମୃତଦେହ । ଏହି ମୃତଦେହ ଲୁହା ସିଂଦୁକରେ ଲୁଚାଯାଇଥିଲା । ହତ୍ୟା ଅଭିଯୋଗରେ ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ଦୁଇ ତିନି ଦିନ ପୂର୍ବରୁ ମହିଳାଙ୍କ ମୃତ୍ୟୁ…
Read More...

ଇବ୍ ନଦୀରୁ ଯୁବକଙ୍କ ଶରୀରର ବିଭିନ୍ନ କଟା ଅଂଶ ଉଦ୍ଧାର

ସୁନ୍ଦରଗଡ଼ : ଇବ୍ ନଦୀରୁ ଯୁବକଙ୍କ ଶରୀରର ବିଭିନ୍ନ କଟା ଅଂଶ ଉଦ୍ଧାର ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ରାତିରେ ସୁନ୍ଦରଗଡ଼ ସଦର ଥାନା ବନ୍ଧପାଲି ନିକଟ ଇବ୍ ନଦୀରୁ ଯୁବକଙ୍କ କଟା ମୁଣ୍ଡ, ଗୋଟିଏ ଗୋଡ଼ ଓ ଶରୀରର ଅନ୍ୟ କିଛି ଅଂଶ ମିଳିଥିବା ବେଳେ ଆଜି ସକାଳେ ପାଣି…
Read More...

୨୭ ଲକ୍ଷର ବ୍ରାଉନ ସୁଗାର ଜବତ ସହ ତିନିଜଣ ଯୁବକ ଗିରଫ

ଭଦ୍ରକ : ୨୭ ଲକ୍ଷର ବ୍ରାଉନ ସୁଗାର ଜବତ ସହ ତିନିଜଣ ଯୁବକ‌ଙ୍କୁ ଗିରଫ କରିଛି ଧୁଷୁରୀ ପୁଲିସ ବୋଲି ଖବର ମଳିଛି । ସୂଚନା ଯ୍ୟଗ୍ୟ ଯେ, ବହୁ ଦିନ ଧରି ଭଦ୍ରକ ଜିଲ୍ଲାରେ ବ୍ରାଉନସୁଗାର ବେପାରୀ ମାନେ ବ୍ରାଉନ ସୁଗାର ବେପାର ଚଳାଇ ଆସୁଥିଲେ, ଯାହାକି ପୁଲିସର ନଜରୁ ଆସିଥିଲା । ତେବେ ଧୁଷୁରୀ…
Read More...

ଗଞ୍ଜେଇ ସହ କାର ଜବତ : ଜଣେ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଡବେରି ଗ୍ରାମ ଠାରେ ଦାରିଙ୍ଗବାଡି ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ୨୪ କେଜି ୬୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରାଯାଇଥିବା ଦାରିଙ୍ଗବାଡି ଥାନା ଅଧିକାରୀ…
Read More...

ଜଣେ ୧୨ ବର୍ଷର ନାବାଳିକାକୁ ଗାତ ଖୋଳି ଘରେ ପୋତି ଦିଆଯାଇଥିଲା : ଗୋଟିଏ ସପ୍ତାହ ପରେ ଅଭିଯୁକ୍ତ ଶିମଲା ଠାରୁ ଗିରଫ

ବୁଲନ୍ଦଶାହର : ପଶ୍ଚିମ ଉତ୍ତରପ୍ରଦେଶର ବୁଲନ୍ଦଶାହର ଜିଲ୍ଲାର ଏକ ଗାଁରେ ଜଣେ ୧୨ ବର୍ଷର ନାବାଳିକା ୬ ଦିନରୁ ନିଖୋଜ ଥିଲା । ମଙ୍ଗଳବାର ସନ୍ଧ୍ୟାରେ ଝିଅଟିର ମୃତଦେହ ଗାଁର ଏକ ଘର ଭିତରେ ଏକ ଗର୍ତ୍ତରେ ପୋତି ହୋଇଥିବାର ଦେଖିବାକୁ ମିଳିଛି । ବୁଧବାର ସକାଳେ ହିମାଚଳ ପ୍ରଦେଶର ଶିମଲା ଠାରୁ…
Read More...

ତିନି ବର୍ଷର ଶିଶୁକନ୍ୟାକୁ ଯୋୖନ ନିର୍ଯ୍ୟାତନା ଅଭିଯୋଗ : ଅଭିଯୁକ୍ତକୁ କୋର୍ଟ ଚାଲାଣ

କଳାହାଣ୍ଡି, (ପି.କେ. ସାହୁ) : ଜଣେ ୩ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ତାର ମଉସା ଚକଲେଟ୍ କିଣିଦେବା ବାହାନାରେ ଡାକିନେଇ ଯୋୖନ ନିର୍ୟ୍ୟାତନା ଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାଟି ଘଟିଛି ଲାଞ୍ଜିଗଡ଼ ଥାନାଞ୍ଚଳର ଏକ ଗାଁରେ । ପୁଲିସ ସୂତ୍ରରୁ ପ୍ରାପ୍ତ ଖବର…
Read More...

ନିଜକୁ କର୍ମଚାରୀ ବୋଲି ପରିଚୟ ଦେଲେ ଓ ମୋବାଇଲ ଟାୱାର ଚୋରି କରି ଚଂପଟ ମାରିଲେ ଚୋର : ୩ ଗିରଫ

ଦିୱାସ୍ : ମଧ୍ୟପ୍ରଦେଶର ଦିୱାସରେ ଚୋରମାନେ ଏଥର କିଛି ଅଲଗା କରିଛନ୍ତି । ଇଣ୍ଡଷ୍ଟ୍ରିଆଲ୍ ପୋଲିସ୍ ଷ୍ଟେସନ ପରିସରରେ ଥିବା ଦୁର୍ଦ୍ଦାନ୍ତ ଚୋରମାନେ ମୋବାଇଲ୍ ନେଟୱାର୍କ କମ୍ପାନୀର ଟାୱାର ଚୋରି କରିଥିବା ସୂଚନାରେ କୁହାଯାଇଛି । ସେ୍ୱାନେ ଏକ ମୋବାଇଲ୍ କମ୍ପାନୀର କର୍ମଚାରୀ ପରିଚୟ ଦେଇ ଏହି…
Read More...

ସାମାନ୍ୟ ବଚସାକୁ ନେଇ ଗୁଳି ମାଡ଼ : ଜଣେ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଞ୍ଚଳରେ ଗୁଳିକାଣ୍ଡ ଘଟି ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପରିବାର ଲୋକେ ତାଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ…
Read More...

ସାନ ଭାଇକୁ ମାରି ପୋଡି ଦେଇଥିବା ଅଭିଯୋଗ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଞ୍ଚଳରେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି । ବଡ଼ ଦୁଇଭାଇ ମିଶି ସାନ ଭାଇକୁ ହତ୍ୟା କରିବା ପରେ ଘର ଆଗରେ ଏକ ବିଲରେ କିରୋସିନ ଢାଳି ପୋଡି ଦେଇଥିବା ବାଉଁଶୁଣୀ ଥାନାରେ ଅଭିଯୋଗ ହୋଇଛି ।…
Read More...

ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି : ସଡିପିଓ ଏବଂ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟରେ ରହିଥିବା ଦୁଇ ଦୁଇଟି ମନ୍ଦିରରୁ ଗୋଟିଏ ରାତିରେ ଚୋରୀ ହେଇଛି । ଏହାକୁ ନେଇ ପୁଲିସର ରାତ୍ରୀ ପାଟ୍ରୋଲିଂକୁ ନେଇ ପ୍ରଶ୍ନ ଉଠିଛି । ଶନିବାର ସକାଳୁ ସକାଳୁ ଜଗନ୍ନାଥ ମନ୍ଦିର ପୂଜକ ଓ ଦକ୍ଷିଣ କାଳୀ…
Read More...