pakka

ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସାଇନା ୨୬ ମାର୍ଚ୍ଚରେ ପରଦାକୁ ଆସିବ

bbehera

ମୁମ୍ବାଇ : ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସାଇନା ୨୬ ମାର୍ଚ୍ଚରେ ପରଦାକୁ ଆସିବ । ଏଥିରେ ପରିଣୀତି ଚୋପ୍ରା ବ୍ୟାଡମିଂଟନ ଷ୍ଟାରଙ୍କ ଭୂମିକା କରୁଛନ୍ତି । ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ୟ କରିଛନ୍ତି । ସାଇନାଙ୍କ ସଂଘର୍ଷରୁ ସଫଳତାର କାହାଣୀ ଉପରେ ଏହା ଆଧାରିତ । ପ୍ରଥମେ ଏହି ଫିଲ୍ମ ପାଇଁ ଶ୍ରଦ୍ଧା କାପୁରଙ୍କୁ ଚୟନ କରାଯାଇଥିଲେ ମଧ୍ୟ ପରେ ପରିଣୀତି ଏହି ଭୂମିକା କରିଥିଲେ । ସାଇନାଙ୍କ କୋଚ ଭୂମିକା ମାନବ କୌଲ କରୁଛନ୍ତି । ପରେଶ ରାୱଲ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

jay balangir
Leave A Reply

Your email address will not be published.

fifteen + 20 =

error: Content is protected !!