ବାଇକ୍‌ରେ ଆସି ଲୁଟିନେଲେ ସୁନା : ଭୁଜାଲିରେ ଆକ୍ରମଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର-ପଦ୍ମପୁର ରାସ୍ତାର ପହଣ୍ଡି ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ଲୁଟ୍‌ ଓ ଆକ୍ରମଣ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତିନିଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ରାସ୍ତା ପଚାରିବା ବାହାନାରେ ଜଣେ ମହିଳାଙ୍କ ଠାରୁ ସୁନା ଗହଣା
Read More...

ବଣିକ ସଂଘରେ ଆର୍ଥିକ ଅନିୟମିତତା ଅଭିଯୋଗ

ପାରାଦୀପ, (କେପିଏନ୍‌ଏସ୍‌) : ଲକ୍ଷ ଲକ୍ଷ ଟଙ୍କାର ହିସାବ ମିଳୁନି । ଏମିତି କିଛି ଅଭିଯୋଗ ଆଣିଛନ୍ତି ପାରାଦୀପ ପୋର୍ଟ ବଣିକ ସଂଘର ସାଧାରଣ ବ୍ୟବସାୟୀ । ଯାହାକୁ ନେଇ ଏବେ ପାରାଦୀପରେ ଜୋରଦାର ଚର୍ଚ୍ଚା । ପାରାଦୀପ ପୋର୍ଟ ବଣିକ ସଂଘ ଓ ସାଧାରଣ ବ୍ୟବସାୟୀଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ
Read More...

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

ପଶ୍ଚିମବଙ୍ଗରେ ‘ଭୟ ପରିବର୍ତ୍ତେ ବିଶ୍ୱାସ’ର ପ୍ରତିଶ୍ରୁତି; ଶୁଭେନ୍ଦୁ ଅଧିକାରୀ ସରକାର ଦାୟିତ୍ୱ ଗ୍ରହଣ ପରେ ଲାଗୁ ହେଲା ୩ ନୂଆ ନ୍ୟାୟ ସଂହିତାନାଗରିକଙ୍କ ସମ୍ମାନ, ସମ୍ପତ୍ତିର ସୁରକ୍ଷା ଓ ତ୍ୱରିତ ନ୍ୟାୟ: ମୋଦୀ ସରକାରଙ୍କ ‘ନବୀନ ନ୍ୟାୟ ସଂହିତା’ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ
Read More...

ବଲାଙ୍ଗିର ଜିଲ୍ଲା ନକ୍‌ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଏଥଲେଟିକ ଏସୋସିଏସନ ତରଫରୁ ଆସନ୍ତା ସେପ୍ଟେମ୍ବର ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ସିନିୟର୍ ନକ୍‌ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ମୋଟ ୮ଟି ଜୋନରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହି କ୍ରମରେ ଲୋଇସିଂହା
Read More...

ମହାକାଶ ଷ୍ଟାର୍ଟଅପ୍‌ ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ଭାରତୀୟ ମହାକାଶ ଶିଳ୍ପ ଦ୍ୱାରା ବିକଶିତ ପ୍ରଯୁକ୍ତିକୁ ଗ୍ରହଣ ଏବଂ ବ୍ୟବହାର କରିବା ପାଇଁ ବିଶ୍ୱବ୍ୟାପୀ ଆଗ୍ରହ ବଢ଼ୁଥିବା ନେଇ ସିଇଓମାନଙ୍କ ମତଘରୋଇ ଅଂଶଗ୍ରହଣ ପାଇଁ ମହାକାଶ କ୍ଷେତ୍ର ଖୋଲିବା ନିଷ୍ପତ୍ତିକୁ ସିଇଓମାନଙ୍କ ପ୍ରଶଂସା; ସୃଷ୍ଟି ହୋଇଛି ଅନେକ ନୂଆ ସୁଯୋଗଲୋକଙ୍କ ଜୀବନଧାରଣରେ
Read More...

ତୃଣମୂଳ ସ୍ତରରେ ପ୍ରଶାସନକୁ ନେଇ ବ୍ରହ୍ମପୁରରେ ତିନିଦିନିଆ ପ୍ରଦର୍ଶନୀ : ୧୨ ବର୍ଷରେ ଭାରତର ପ୍ରଗତି ହେଲା ପ୍ରଦର୍ଶିତ

ବିକାଶ, ନାଗରିକ ସଶକ୍ତିକରଣ ଏବଂ ଲୋକଙ୍କ ମଧ୍ୟରେ ରାଷ୍ଟ୍ରୀୟ ଗୌରବ ଭାବନାର କାହାଣୀକୁ ନେଇ ସିବିସି ପକ୍ଷରୁ ଲୋକସମ୍ପର୍କ କାର୍ଯ୍ୟକ୍ରମ ଭୁବନେଶ୍ୱର, (ପିଆଇବି) : ବ୍ରହ୍ମପୁର ଠାରେ ଆଜି ‘୧୨ ବର୍ଷର ରୂପାନ୍ତରଣକାରୀ ପ୍ରଶାସନ’ ଏବଂ ‘ହର ଘର ତିରଙ୍ଗା’ ଅଭିଯାନକୁ ନେଇ ଏକ ତିନି ଦିନିଆ
Read More...

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପାର୍ବଣ ସମୟରେ ଏହାର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ…

ନୂଆଦିଲ୍ଲୀ, (ପିଆଇବି) : ଗତ କିଛି ସପ୍ତାହ ମଧ୍ୟରେ ଚିନି ମୂଲ୍ୟ ବୃଦ୍ଧି ପାଇଛି। ୨୦ ଜୁଲାଇ, ୨୦୨୬ରେ ଏହା କିଲୋଗ୍ରାମ ପିଛା ୪୮ ଟଙ୍କା ୧୮ ପଇସାରୁ ବୃଦ୍ଧି ପାଇ ୨୦ ଅଗଷ୍ଟ, ୨୦୨୬ରେ କିଲୋଗ୍ରାମ ପିଛା ୫୫ ଟଙ୍କା ୭୦ ପଇସାରେ ପହଞ୍ଚିଛି। ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
Read More...

ପ୍ରଶଂସା ସାଉଁଟିଲେ ଆଦର୍ଶ ଶିକ୍ଷକ ମଳୟ ଶୂର

ଭୋଗରାଇ, (ଶିବନାରାୟଣ ପାତ୍ର) : ଶିକ୍ଷକ ହେବତ ଏମିତି । ଆଦର୍ଶ ଶିକ୍ଷକ ମଳୟ ଶୂର । ଯିଏ ନିଜ ଖର୍ଚ୍ଚରେ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ଯୋଗାଇ ଶହ ଶହ ଲୋକଙ୍କ ମୁଖରେ ହସ ଫୁଟାଇଛନ୍ତି । ସୁବର୍ଣ୍ଣରେଖା ନଦୀରେ ପ୍ରବଳ ବନ୍ୟା ଆସିବା ଫଳରେ ଭୋଗରାଇ ବ୍ଲକରେ ୧୬ଟି ପଞ୍ଚାୟତ
Read More...

ରାଉରକେଲାରେ ଓଡ଼ିଶା ରାଜ୍ୟ ଅନୂର୍ଦ୍ଧ୍ୱ-୧୭ ଓପନ୍ ଓ ବାଳିକା ଫିଡେ ରେଟେଡ୍ ଚେସ୍ ଚାମ୍ପିୟନସିପ୍ ୨୦୨୬ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଚାରି ଦିନିଆ ଓଡ଼ିଶା ରାଜ୍ୟ ଅନୂର୍ଦ୍ଧ୍ୱ-୧୭ ଓପନ୍ ଓ ବାଳିକା ଫିଡେ ରେଟେଡ୍ ଚେସ୍ ଚାମ୍ପିୟନସିପ୍ ୨୦୨୬ ଉଦ୍‌ଘାଟିତ ହୋଇଯାଇଛି । ଏହି ଚାମ୍ପିୟନସିପ୍‌ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବ ଚେସ୍
Read More...

ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାର ପ୍ଲାଟିନମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଓ କମିଟି ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏନେଇ ଶୁକ୍ରବାର ଦୁର୍ଗା ମଣ୍ଡପ ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଓ କମିଟି ଚୟନ ଅନୁଷ୍ଠିତ ହୋଇଛି ।
Read More...