ଅଏଁଲାଚୁଆଁ ଗାଁରେ ସମସ୍ୟା ଶୁଣିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ବରକାନି ପଂଚାୟତର ଅଏଁଲାଚୁଆଁ ଗାଁରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଲୋକଙ୍କ ପାଖକୁ ଯାଇ ସେଠାରେ ଲୋକେ ସମ୍ମୁଖିନ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟା ଉପରେ ଅଭିଯୋଗ ଶୁଣିଥିଲେ । ଆଲୋଚନା ସମୟରେ ସ୍ଥାନୀୟ ଲୋକେ ବିଶେଷ କରି…
Read More...

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ଅକ୍ଟୋବର ୧୭ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (IFFI) ୨୦୨୬ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ପଞ୍ଜୀକରଣର ଶେଷ ତାରିଖକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ନଭେମ୍ବର…
Read More...

‘ସେବା ସଂକଳ୍ପ ଅଭିଯାନ’ରେ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ

ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ଶ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ ବର୍ଷର ସେବା ଓ ସମର୍ପଣ ଉପଲକ୍ଷେ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ବସ୍ତରରେ ୧,୫୭୦ରୁ ଅଧିକ ହିତାଧିକାରୀ ‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ନକ୍ସଲମୁକ୍ତ ଭାରତ…
Read More...

ଲଦାଖରେ ୩,୩୫୦ କୋଟି ଟଙ୍କାର ୫ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଲଦାଖରେ କେତେକ ପ୍ରମୁଖ ବିକାଶ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି; ଏହି ପ୍ରକଳ୍ପଗୁଡ଼ିକ ଯାତାୟାତକୁ ସୁଗମ କରିବା ସହ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବ, ଜଳ ଉପଲବ୍ଧତା ବୃଦ୍ଧି କରିବ ଏବଂ ଆମର ପ୍ରାଚୀନ ଐତିହ୍ୟର ସଂରକ୍ଷଣକୁ ନୂଆ ଗତି ଦେବ : ପ୍ରଧାନମନ୍ତ୍ରୀ ଲଦାଖର ନୂତନ ପିଢ଼ି…
Read More...

ସାଲେଭଟା ମା’ ପାଟଣେଶ୍ୱରୀଙ୍କ ବଏଲ ଯାତ୍ରା ପାଇଁ ପ୍ରସ୍ତୁତି : ସୌନ୍ଦର୍ଯ୍ୟକରଣକୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟାର ଐତିହାସିକ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀ ମନ୍ଦିରରେ ବଏଲ ଯାତ୍ରାକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଡିପିଆର ପ୍ରସ୍ତୁତ କରି ରାଜ୍ୟ…
Read More...

ପାଇକମାଲରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବ୍ଲକସ୍ତରୀୟ ଚିକିତ୍ସା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ବ୍ଲକସ୍ତରୀୟ ଚିକିତ୍ସା ମୂଲ୍ୟାୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ପ୍ରକାର ଦିବ୍ୟାଙ୍ଗତା ଥିବା ୮୦ ଜଣ ଛାତ୍ରଛାତ୍ରୀ…
Read More...

ଦାଦନ ରୋକିବାକୁ ଗାଁରେ କାମ ଦାବି, ବିଡିଓଙ୍କୁ ଘେରିଲେ ଶ୍ରମିକ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଦାଦନ ପ୍ରବଣ ବେଲପଡ଼ା ବ୍ଲକରେ ଶ୍ରମିକଙ୍କୁ ମିଳୁନି ପର୍ଯ୍ୟାପ୍ତ କାମ । ଫଳରେ ଜୀବିକା ନିର୍ବାହ ପାଇଁ ପୁଣି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାର ଆଶଙ୍କା ବଢ଼ିଛି । ଏଭଳି ସ୍ଥିତିରେ ଭି.ବି.ଜି. ରାମଜୀ ଯୋଜନାରେ ବର୍ଷକୁ ୩୦୦ ଦିନର କାମ, ନିୟମିତ…
Read More...

ଜାମସେଠରେ କଂସ ମହାରାଜଙ୍କୁ ପାରମ୍ପରିକ ବରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍‌ ଅନ୍ତର୍ଗତ ଜାମସେଠ ଗ୍ରାମରେ ଆସନ୍ତା ମାର୍ଚ୍ଚ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏହି ଅବସରରେ ହେବାକୁ ଥିବା କଂସ ଦରବାରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ…
Read More...

ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜରେ ବିସିଜେଡି କଲା ବାଜିମାତ୍‌

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡିର ବଡ଼ ବିଜୟ ସାମ୍ନାକୁ ଆସିଛି । ଏହି ଛାତ୍ର ସଂସଦ ନିର୍ବାଚନରେ ଆୟୁଷ୍ମାନ ସାହୁ ସଭାପତି ଭାବେ ଓ ବାବୁଲା ରଣା ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି । ତାଙ୍କ…
Read More...

ନବରାତ୍ରର ପଞ୍ଚମ ଦିନରେ ମା’ ପାଟଖଣ୍ଡାଙ୍କ ସ୍କନ୍ଦମାତା ବେଶ : ଭକ୍ତିମୟ ପରିବେଶରେ ଚାଲିଛି ମା’ଙ୍କ ନବରାତ୍ର ପୂଜା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଆରାଧ୍ୟା ତଥା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ପୀଠରେ ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲ ମଧ୍ୟରେ ପାଳିତ ହେଉଛି ପବିତ୍ର ଶାରଦୀୟ ନବରାତ୍ର ଉତ୍ସବ । ନବରାତ୍ରର ପଞ୍ଚମ ଦିନରେ ମା’ ପାଟଖଣ୍ଡା…
Read More...