ଭବାନୀପାଟଣାରେ କିମ୍ସ ପକ୍ଷରୁ ବିଶାଳ ସ୍ୱାସ୍ଥ୍ୟ ଶିବିର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଶିକ୍ଷାବିତ୍‍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍‌ସେସ (କିମ୍ସ) ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ…
Read More...

ରୋଜା ଡ୍ୟାନ୍ସ ଏକାଡେମୀର ଆଜା ନାଚଲେ ଆସନ୍ତା ୨୩ ଓ ୨୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ଡ୍ୟାନ୍ସ ଏକାଡେମୀର ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଆସନ୍ତା ୨୩ ଓ ୨୪ ତାରିଖରେ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନ ପକ୍ଷରୁ କୋଏଲ୍‌ନଗର…
Read More...

ମହଖଣ୍ଡ ପଂଚାୟତରେ ମନରେଗା ଦୁର୍ନୀତି

ତୁରେକେଲା, (ପିତାମ୍ବର ଦୀପ) : ସରକାର ଗରୀବ ଲୋକଙ୍କୁ କର୍ମ ନିଯୁକ୍ତି ପାଇଁ ଗାଁରେ କାମ ଯୋଗାଇବାର ପରିକଳ୍ପନାର ଉଦ୍ଦେଶ୍ୟରେ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ମଧ୍ୟ କିମ୍ବା ମନରେଗା ଜରିଆରେ ଲୋକଙ୍କୁ ବର୍ଷକ ୧୦୦ ଦିନର ମଜୁରୀ ଯୋଗାଇ ଦେବା ପ୍ରତିଶୃତି ବଦ୍ଧ ହୋଇଛନ୍ତି । ଏହାର…
Read More...

କଣ୍ଟାବାଞ୍ଜିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଚାଷୀଙ୍କୁ ବାଣ୍ଟିଲେ ଆଳୁ ବିହନଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ତୁରେକେଲା, (ପିତାମ୍ବର ଦୀପ) : ରାଜ୍ୟରେ ଆଳୁ ସଙ୍କଟ ଦୂର କରିବାକୁ ଚଳିତ ରାଜ୍ୟ ପ୍ରୟାସ ଆରମ୍ଭ କରିଛନ୍ତି । ଆଜି କଣ୍ଟାବାଞ୍ଜି ଆର୍‌ଏମ୍‌ସି ପ୍ରାଙ୍ଗଣରେ ଆଳୁ ବିହନ ବିତରଣର କାର୍ଯ୍ୟକ୍ରମ ହୋଇଥିଲା ।…
Read More...

ହିଣ୍ଡାଲ୍‌କୋ ବିରୋଧରେ ବିଶାଳ ସମାବେଶ

କୋରାପୁଟ, (ସୁନାମ ହନ୍ତାଳ) : ଜଳ, ଜଙ୍ଗଲ, ଜମିର ସୁରକ୍ଷାକୁ ନେଇ ମାଳି ପର୍ବତ ସୁରକ୍ଷା ସମିତି ପକ୍ଷରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଗୁରୁବାର ଶେଷ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସୋରିଷପଦର ପଞ୍ଚାୟତ ଅନ୍ତର୍ଗତ ଡେକାପାର ଗାଁରେ ଏକ ବିଶାଳ ସମାବେଶ ଆୟୋଜିତ କରାଯାଇଛି ।…
Read More...

୨୪ ତମ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ୨୪ତମ ବାର୍ଷିକ କ୍ରୀଡା ସମାରୋହ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏଥିରେ ପରିଚାଳନା ସମିତି ସଭାପତି ବିମଳ ଚରଣ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ…
Read More...

ଉଚ୍ଛୁଲା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ମେଳା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଛୁଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ମେଳା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି…
Read More...

ଭଡା ଘରରୁ ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଭୁବନେଶ୍ୱର : ମହିଳାଙ୍କ ସନ୍ଦେହଜନଜ ମୃତ୍ୟୁ । ରାତିରେ ଶୋଇଥିଲେ, ସକାଳେ ମିଳିଲା ମୃତଦେହ । ଖାରବେଳନଗର ଅଞ୍ଚଳର ଏକ ଭଡା ଘର ଭିତରୁ ଶବ ଉଦ୍ଧାର କଲା ପୋଲିସ । ମୃତ ମହିଳା ଜଣକ ପୁରୀ ଅଞ୍ଚଳ ହୋଇଥିବା ବେଳେ ସେ ଦୁଇବର୍ଷ ତଳେ ବିବାହ କରିଥିଲେ । ସ୍ୱାମୀଙ୍କ ସହ ଖାରବେଳନଗର ଅଞ୍ଚଳରେ…
Read More...

ପ୍ରଜ୍ଞାନ ମିଶନ ତରଫରୁ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ଧର୍ମଗଡ ବ୍ଲକର ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଧର୍ମଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ 'କ' (୩ରୁ ୫ ଶ୍ରେଣୀ) ୨୪ ଜଣ, 'ଖ' (୬ରୁ ୮ ଶ୍ରେଣୀ )୧୩ ଜଣ ଓ 'ଗ' (୯ରୁ ୧୨ ଶ୍ରେଣୀ) ୪ ଜଣ ପ୍ରତିଭାଗୀ ଏହିପରି…
Read More...

ଅଁଳା ନବମୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ତିଥି ଅନୁସାରେ ଆଜି ହେଉଛି ପବିତ୍ର କାର୍ତ୍ତିକ ଶୁକ୍ଳ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳା ନବମୀ ଭାବରେ ପାଳନ କରିବାର ବିଧି ରହିଛି । ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଦାନପୁଣ୍ୟ କଲେ ଜନ୍ମ ଜନ୍ମାନ୍ତର ଶୁଭଫଳ ମିଳିଥାଏ…
Read More...