ଆଇଏଫ୍ଏଫ୍ଆଇରେ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋର ଚତୁର୍ଥ ସଂସ୍କରଣ ଉଦ୍‌ଘାଟିତ

• ଯୁବ ସ୍ୱର ପାଇଁ ଏକ ମଞ୍ଚ ପ୍ରଦାନ କରିବା ନିମନ୍ତେ ସୃଜନଶୀଳ ପ୍ରକ୍ରିୟାକୁ ଉଜାଗର କରିବା ଗୁରୁତ୍ୱପୂର୍ଣ୍ଣ : ପ୍ରସୂନ ଯୋଶୀ• ସିଏମ୍‌ଓଟି ଯୁବ ନିର୍ମାତାମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବାକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରେ : ସଞ୍ଜୟ ଜାଜୁ …
Read More...

ନୂଆପଡ଼ା ଜିଲ୍ଲାରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାରେ ବିଶ୍ଵ ମତ୍ସ୍ୟ ଦିବସ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କୃଷି ବିଭାଗ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ସଭାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ ସାହୁ ସ୍ୱାଗତ ସମ୍ଭାଷଣ ସହିତ ନିଜ ବିଭାଗର କାର୍ଯ୍ୟାବଳୀ ଓ…
Read More...

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ଚିରସ୍ଥାୟୀ ଆଦର୍ଶକୁ ସମ୍ମାନ

• ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ସମ୍ମାନ ଜଣାଇ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ, (ପିଆଇବି) : ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ…
Read More...

ରାଷ୍ଟ୍ରପତିଙ୍କୁ ସାହିତ୍ୟ ଏକାଡେମୀ ପ୍ରକାଶିତ ହରେକୃଷ୍ଣ ମହତାବଙ୍କ ପୁସ୍ତକ ପ୍ରଦାନ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଉକ୍ରଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର…
Read More...

ପ୍ରୟୋଗ ତାଲିମ ଶିବିର ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ପ୍ରୟୋଗ ତାଲିମ ଉଦ୍‌ଯାପିତ ହୋଇଯାଇଛି । ୩ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…
Read More...

ନିଆରା ଢଙ୍ଗରେ ପୁଅର ଜନ୍ମଦିନ ପାଳନ କଲେ ଯୁବ ସମାଜସେବୀ ଦେବାଶିଷ ପଟ୍ଟନାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଯୁବ ସମାଜସେବୀ ତଥା ବିଜେପି ଯୁବନେତା ଦେବାଶିଷ ପଟ୍ଟନାୟକ ରକ୍ତଦାନ ଶିବିରର ଆୟୋଜନ କରି ଏକ ନିଆରା ଢଙ୍ଗରେ ତାଙ୍କ ନିଜ ପୁଅର ଜନ୍ମଦିନ ପାଳିଛନ୍ତି । ଶିବିରରେ ୧୯୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଯାହା ବିଭିନ୍ନ ମହଲରେ ସାଧୁବାଦର…
Read More...

ବରଗଡ଼ର ଖେଳାଳୀ ପ୍ରବୀଣ ଲୁହା ଓ ଟ୍ରେନର ସୌର୍ଯ୍ୟ ରଞ୍ଜନ ରାଏ ଓଡ଼ିଶା ଟି-୨୦ ଦଳରେ

ଜିଲ୍ଲା କ୍ରିକେଟ ଏସୋସିଏସନ ପକ୍ଷରୁ ଶୁଭେଚ୍ଛା ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପ୍ରତିଭାବାନ ଖେଳାଳୀ ତଥା ଜିଲ୍ଲା ବରିଷ୍ଠ ଦଳର ଅଧିନାୟକ ପ୍ରବୀଣ ଲୁହା ଓଡ଼ିଶା ବରିଷ୍ଠ ଟି-୨୦ କ୍ରିକେଟ ଦଳରେ ସାମିଲ ହୋଇଛନ୍ତି । ଗତକାଲି ଓଡ଼ିଶା କ୍ରିକେଟ ଏସୋସିଏସନ ପକ୍ଷରୁ ସୟଦ…
Read More...

ବୁଲା କୁକୁର କାମୁଡ଼ାରେ ୨୦ଜଣରୁ ଅଧିକ ଆହତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ତରବୋଡ ଗାଁରେ ବୁଲା କୁକୁରର ଆତଙ୍କ ବଢ଼ି ଚାଲିଛି । ଜଣେ ପରେ ଜଣେ ଲୋକଙ୍କୁ ବୁଲା କୁକୁର କାମୁଡି ଆହତ କରୁଛି । ତରବୋଡ ଗାଁରେ ୨୦ ଜଣରୁ ଅଧିକ ଲୋକଙ୍କୁ ଆକ୍ରମଣ କରି କାମୁଡି ସାରିଛି ଓ ତରବୋଡ଼ ସ୍ଥିତ ନବୋଦୟ…
Read More...

‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଉକ୍ତଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଉକ୍ତଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଗୁରୁବାର ଅପରାହ୍ନରେ ଇଞ୍ଜିନିୟରିଂ ସ୍କୁଲ ଛକ ସ୍ଥିତ ନବୀନ ଭବନ ପରିସରରେ…
Read More...

ଏକଡା ଏକଡା ରାର ଗୀତିକାର ବ୍ୟାସଦେବ ପୁରୋହିତଙ୍କୁ ବିଧାୟକ କଳିକେଶ ସିଂହଦେଓଙ୍କ ଦ୍ୱାରା ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂଜ୍ୟୋତ କଳା କେନ୍ଦ୍ର ୫ମ ବାର୍ଷିକ ଉତ୍ସବ ବଲାଙ୍ଗିର କଦଳିମୁଣ୍ଡା ନର୍ସରୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସଂଜ୍ୟୋତ…
Read More...