ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଶ୍ରମିକ : ଶ୍ରମ ବିଭାଗ ଘୁଙ୍ଗୁଡ଼ି ମାରୁଛି
ଲୋକ ଦେଖାଣିଆ ଟାସ୍କ ଫୋର୍ସ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦେହ ଅସୁସ୍ଥ ଥିଲା ବେଳେ ବି ଟଙ୍କା ଆଗରୁ ଦେଇଥିବାରୁ କାମ କରାଇ ମାରିଦେଲେ ଇଟାଭାଟି ମାଲିକ ଓ ଦାଦନ ସର୍ଦାର, ଘରକୁ ଶବ ହୋଇ ଫେରିଲା ଘରୁ ସୁସ୍ଥ ସବଳ ହୋଇ ଯାଇଥିବା ମଣିଷ । ସୂଚନା ମୁତାବକ ପାଟଣାଗଡ଼ ଥାନା କୁହାବାଉଁଶ!-->!-->!-->…
Read More...
Read More...