ବିନିକା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ୯୭ଟି ଅଭିଯୋଗ ଦରଖାସ୍ତ ପଞ୍ଜିକୃତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ…
Read More...

ନୂତନ ଏନ୍‌ସିଇଆର୍‌ଟି ଅଡିଟୋରିୟମ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

• ଏନ୍‌ସିଇଆର୍‌ଟି ଦେଶର ଏକ ସାମୂହିକ ଶୈକ୍ଷିକ ଭଣ୍ଡାର - ଧର୍ମେନ୍ଦ୍ର ପ୍ରଧାନ• ଆମାଜନ ପରେ ଏନ୍‌ସିଇଆର୍‌ଟି ଏବଂ ଫ୍ଲିପକାର୍ଟ ମଧ୍ୟରେ ଏମ୍‌ଓୟୁକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା• ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ଉପଲବ୍ଧତା ବଢିବ, ଡୋରଷ୍ଟେପରେ ଶିକ୍ଷାର୍ଥୀଙ୍କ ପହଞ୍ଚିବ ପୁସ୍ତକ•…
Read More...

ପି.ପି.ଏକାଡେମୀ ୧୯୮୯ ମେଟ୍ରିକ ବ୍ୟାଚ୍‌ର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପତିତପାବନ ଏକାଡେମୀ ୧୯୮୯ ମେଟ୍ରିକ ବ୍ୟାଚ୍‌ର ପୁରାତନ ଛାତ୍ରମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୮୦ ଜଣ ପୁରାତନ ଛାତ୍ର ଅଂଶଗ୍ରହଣ କରି ନିଜ ନିଜ ଭିତରେ ଭାବର ଆଦାନପ୍ରଦାନ…
Read More...

ଛତିଶଗଡ଼ର ଜଗଦଲପୁର ସ୍ଥିତ ସହିଦ ସ୍ମାରକରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନକ୍ସଲ ହିଂସାରେ ସହିଦ…

ଅମିତ ଶାହ ପ୍ରତିଶ୍ରୁତି ଦେଇଛନ୍ତି ଯେ ୨୦୨୬ ମାର୍ଚ୍ଚ ୩୧ ପରେ ମା' ଦାନ୍ତେଶ୍ୱରୀଙ୍କ ପବିତ୍ର ଭୂମିରେ ନକ୍ସଲବାଦ ନାଁରେ ଗୋଟିଏ ବୁନ୍ଦା ବି ରକ୍ତ ବହିବ ନାହିଁଅମର ସହିଦ ସ୍ମାରକ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦମାନଙ୍କୁ ସମ୍ମାନିତ କରିବା ସହ ଭବିଷ୍ୟତ ପିଢ଼ିକୁ ଅନ୍ୟମାନଙ୍କ କଲ୍ୟାଣ…
Read More...

ଏକ ମହାନ ଦାନ : ଶ୍ରୀମତୀ ବାଦନ ମଣି ଦାସ ଚକ୍ଷୁଦାନ କରି ଆଲୋକିତ କଲେ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନର ସହାୟତାରେ ଶ୍ରୀମତୀ ବାଦନ ମଣି ଦାସଙ୍କ ଚକ୍ଷୁଦାନ କରାଯାଇଛି । ଏହା କରୁଣା ଏବଂ ମାନବତାର ଏକ ଅଦ୍ଭୁତ ଉଦାହରଣ । ଶ୍ରୀମତୀ ଦାସ, ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ମାତା ଏବଂ ନୂତନ ଦାସ ନାରୀଶକ୍ତି…
Read More...

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତ୍ତି

ନୂଆଦିଲ୍ଲୀ, (ପିଆଇବି) : ମହାମହିମ, ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ,ଉଭୟ ଦେଶର ପ୍ରତିନିଧି,ଗଣମାଧ୍ୟମର ବନ୍ଧୁମାନେ,ଶୁଭେଚ୍ଛା ମୁଁ ରାଷ୍ଟ୍ରପତି ଦିଶାନାୟକଙ୍କୁ ଭାରତକୁ ସ୍ୱାଗତ କରୁଛି । ମୁଁ ଆନନ୍ଦିତ ଯେ ଆପଣ ରାଷ୍ଟ୍ରପତି ଭାବରେ ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତକୁ…
Read More...

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଶ୍ରମିକ : ଶ୍ରମ ବିଭାଗ ଘୁଙ୍ଗୁଡ଼ି ମାରୁଛି

ଲୋକ ଦେଖାଣିଆ ଟାସ୍କ ଫୋର୍ସ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦେହ ଅସୁସ୍ଥ ଥିଲା ବେଳେ ବି ଟଙ୍କା ଆଗରୁ ଦେଇଥିବାରୁ କାମ କରାଇ ମାରିଦେଲେ ଇଟାଭାଟି ମାଲିକ ଓ ଦାଦନ ସର୍ଦାର, ଘରକୁ ଶବ ହୋଇ ଫେରିଲା ଘରୁ ସୁସ୍ଥ ସବଳ ହୋଇ ଯାଇଥିବା ମଣିଷ । ସୂଚନା ମୁତାବକ ପାଟଣାଗଡ଼ ଥାନା କୁହାବାଉଁଶ…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସ୍ୱର୍ଣ୍ଣିମ ଜୟନ୍ତୀ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସ୍ୱର୍ଣ୍ଣିମ ଜୟନ୍ତୀ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ‘ଦୋ-ଛକିରେ ଗଣମାଧ୍ୟମ' ଏବଂ ଡିଜିଟାଲ ଯୁଗରେ ଗଣମାଧ୍ୟମରେ ଆହ୍ୱାନ ସଂପର୍କିତ ଆଲୋଚନା…
Read More...

ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ଫିଟ ଇଣ୍ଡିଆ ସାଇକେଲିଂ ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

କଟକ କାର୍ଯ୍ୟକ୍ରମରେ ଯୋଗ ଦେବ ଓଡିଶା ସାଇକେଲିଂ ସଂଘ ନୂଆଦିଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ଫିଟ ଇଣ୍ଡିଆ ସାଇକେଲିଂକୁ ଉଦ୍‌ଘାଟନ କରିବେ । ସେହିଦିନ ଜଗତପୁର ସ୍ଥିତ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (ସାଇ)…
Read More...

ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡିଶାକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବାରେ ଓ.କେ.ସି.ଏଲ୍‌.ର ଭୂମିକା ଖୁବ୍…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡିଶାକୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିବା ପାଇଁ କାର୍ଯ୍ୟରତ ଓଡିଶା ନଲେଜ କର୍ପୋରେସନ ଲିମିଟେଡ ପକ୍ଷରୁ ଏକ ଆଞ୍ଚଳିକ ସମ୍ମିଳନୀ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ…
Read More...