ଓଡ଼ିଆ ଅଧ୍ୟାପକ ଡଃ. ଅରବିନ୍ଦ ଦାସଙ୍କ ପତ୍ନୀଙ୍କ ଅକାଳ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଭୋର ୩ଟା ସମୟରେ କଟକର ଏକ ଘରୋଇ ମେଡ଼ିକାଲ ପାର୍ବତୀ ସେବା ସଦନରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଯୁବ ଅଧ୍ୟାପକ ଡଃ. ଅରବିନ୍ଦ ଦାସଙ୍କ ପତ୍ନୀ ମମତା ମଲ୍ଲିକଙ୍କର ୩୭ ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି । ଶ୍ରୀମତୀ ମଲ୍ଲିକ ସୁନ୍ଦରଗଡ଼ର ନୂଆଁଗାଁ…
Read More...

ସାହିତ୍ୟ ସୁରଭି ସମ୍ମାନ – ୨୦୨୪ ପାଇଲେ ଡଃ. ରଂଜନ କୁମାର ପାଣିଗ୍ରାହୀ

ବିନିକା, (କେପିଏନ୍‌ଏସ୍‌) : ଅଭିମନ୍ୟୁ ସାମନ୍ତସିଂହାର ସାହିତ୍ୟ ସୃଜନୀ, ବଡ଼ଚଣା, ଯାଜପୁରର ତୃତୀୟ ବାର୍ଷିକ ସାରସ୍ଵତ ସମାରୋହ ସୁବର୍ଣ୍ଣପୁର ଜିଲ୍ଲାର ଐତିହାସିକ ସହର ବିନିକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଜ୍ୟସ୍ତରୀୟ ସାହିତ୍ୟ ସମାରୋହରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ଅନେକ କବି ଓ…
Read More...

କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାର ପାଇବେ ସମ୍ମାନଜନକ ଡକ୍ଟରେଟ ଉପାଧି

ତରଭା, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ସ୍ତରରେ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା ତରଫରୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପାଇବେ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକ । କଶଳାଞ୍ଚଳର କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…
Read More...

ଓଲଟିଲା ଟୁରିଷ୍ଟ ବସ୍

ଜୟପୁର : ଓଲଟିଲା ଟୁରିଷ୍ଟ ବସ୍ । ୧୦ ଆହତ । ସୂଚନା ଅନୁଯାୟୀ, କଟକର ନିଆଳିରୁ ଗୁପ୍ତେଶ୍ୱର ଶୈବପୀଠକୁ ଯାଉଥିଲା ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ସୁକୁନାଳ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ କିଛି ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି ।…
Read More...

ଜିରୋ ନାଇଟ୍‌ରୁ ବଢିବ ଥଣ୍ଡା

ଭୁବନେଶ୍ୱର : ପାଗରେ ଆସିବ ପରିବର୍ତ୍ତନ । ଜିରୋ ନାଇଟରୁ ବଢ଼ିବ ଥଣ୍ଡା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁଠି ପାଗ ଶୁଖିଲା ରହିବ । ୨ ଦିନ ପରେ ରାଜ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ…
Read More...

ବଡ଼ମାଧପୁର ଗ୍ରାମରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମରେ ମା' ଶ୍ୟାମାକାଳୀ ଯୁବକ ସଂଘ ପକ୍ଷରୁ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଘାଟିତ ହେଇଯାଇଛି । ଏହା ଆସନ୍ତା ନବବର୍ଷ ଜାନୁଆରୀ ମାସ ପହିଲା ୧ ତାରିଖ ଦିନ ଉଦ୍‌ଯାପିତ ହେବ ବୋଲି ଜଣାଯାଇଛି ।…
Read More...

ବର୍ଷ ଶେଷ ସମୀକ୍ଷା ୨୦୨୪ : ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ୨୦୨୪ରେ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା । ଅସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ସରକାର ୨୪ ଅକ୍ଟୋବର ୨୦୨୪ରେ ‘ଇ-ଶ୍ରମ’ ଆରମ୍ଭ କରିଥିଲେ । ଏହା ଦ୍‌ଦ୍ୱାରା ଅସଂଗଠିତ କ୍ଷେତ୍ରର…
Read More...

ଆଇଆଇଟି, ଭୁବନେଶ୍ୱରର ଦ୍ୱାଦଶ ଓ ତ୍ରୟୋଦଶ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଉଦ୍ଭାବନର ପେଣ୍ଠସ୍ଥଳି ହେଉ ଆଇଆଇଟି
…

ଆଇଆଇଟି ରିସର୍ଚ୍ଚ ଓ ଏଣ୍ଟରପ୍ରିନ୍ୟୁସିପ୍ ପାର୍କ ଏବଂ ସିଲିକନ କାରବାଇଡ୍ ରସର୍ଚ୍ଚ ଇନୋଭେସନ ସେଣ୍ଟର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀସମାବର୍ତ୍ତନ ସମାରୋହରେ ଯୋଗଦେଇଥିଲେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ର. ଅଜୟ କେ ସୁଦ, ଆଟୋମିକ୍ ଏନର୍ଜିର ସଚିବ ଡ. ଅଜିତ୍ କୁମାର…
Read More...

ଶିରୋଲ ଗାଁ ରେଳ ଧାରଣାରେ ଉଦ୍ଧାର ହେଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ରେଳ ଷ୍ଟେସନ ଓ ରହେନଭଟ ରେଳଷ୍ଟେସନ ମଝିରେ ଥିବା ଶିରୋଲ ଗାଁ ରେଳ ଧାରଣାରେ ଉଦ୍ଧାର ହେଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ମୃତ ମହିଳା ଜଣକ ହେଲେ ଶିରୋଲ ଗାଁ ପାଖ ତେତେଲଖୁଣ୍ଟି ଗାଁର କମଳା ରଣା (୨୫) । କମଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ…
Read More...

ବିପ୍ଲବୀ ଛାତ୍ର ସଂଗଠନ ଏ.ଆଇ.ଡି.ଏସ୍‌.ଓର ୭୧ତମ ପ୍ରତିଷ୍ଠା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷା ସଭ୍ୟତା ଓ ମାନବତାକୁ ରକ୍ଷା କରିବା ପାଇଁ ଲଢେଇ କରୁଥିବା ଦେଶର ଏକ ମାତ୍ର ବିପ୍ଲବୀ ଛାତ୍ର ସଂଗଠନ ଏ.ଆଇ.ଡି.ଏସ୍‌.ଓ ୭୧ତମ ପ୍ରତିଷ୍ଠା ଦିବସ ଜିଲ୍ଲା କାର୍ଯ୍ୟାଳୟ ଗନ୍ଧରେଲ ଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା…
Read More...