କେନ୍ଦ୍ର ଗୃହ ମନ୍ତ୍ରୀଙ୍କ କରକମଳରେ “ଜମ୍ମୁ-କାଶ୍ମୀର ଆଣ୍ଡ୍ ଲଦାଖ୍ : ଥ୍ରୋ ଦ ଏଜେସ୍” ପୁସ୍ତକ ଉନ୍ମୋଚିତ

• ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ - ଅମିତ ଶାହ• ଜମ୍ମୁ-କଶ୍ମୀର ଏବଂ ଲଦାଖର ଗୌରବମୟ ୩୦୦୦ ବର୍ଷର ଐତିହାସିକ ଯାତ୍ରାକୁ ନେଇ ପୁସ୍ତକ ସମର୍ପିତ - ଧର୍ମେନ୍ଦ୍ର ପ୍ରଧାନ• ଏନ୍‌ବିଟି ଏବଂ ଆଇସିଏଚ୍‌ଆର୍‌ର ମିଳିତ ଉଦ୍ୟମରେ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ପୁସ୍ତକ…
Read More...

୨୦୨୪ର ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କଲା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ

ଜାନୁଆରୀ ୧୭, ୨୦୨୫ରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୪ ଘୋଷଣା କରାଯାଇଛି । ଆସନ୍ତା ୧୭ ଜାନୁଆରୀ, ୨୦୨୫ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ…
Read More...

ଲୋୟର ସୁକତେଲ ପ୍ରକଳ୍ପର ଡାହାଣ ସେଚାଞ୍ଚଳରେ ୫ ଗୋଟି ପମ୍ପ ପରିଚାଳନା କାର୍ଯ୍ୟକାରୀ ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧ ତାରିଖ ନୂଆବର୍ଷରେ ଲୋୟର ସୁକତେଲ ପ୍ରକଳ୍ପର ଡାହାଣ ସେଚାଞ୍ଚରେଳ ୫ଗୋଟି ପମ୍ପ ଶୁଷ୍କ ପରିଚାଳନା କରାଗଲା । ତେଣୁ ଆଶା କରାଯାଏ ଯେ ଆଗାମୀ ଦିନରେ ୨୭ ହଜାର ହେକ୍ଟରରୁ ୪ ହଜାର ହେକ୍ଟର ସେଚ ଉପଯୋଗୀ କରାଯାଇପାରିଛି । ବଳକା ୨୩ ହଜାର ହେକ୍ଟରକୁ ସେଚ ଉପଯୋଗୀ…
Read More...

ପୁଣି ଚମକାଇ ଦେଲେ ଝିଅ ବନିତା

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଗାଦବାଗୁଡା ନିବାସୀ ଗୋପାଳକୃଷ୍ଣ ମହାପାତ୍ରଙ୍କ ନାତୁଣୀ, ନବୋଦୟ ବିଦ୍ୟାଳୟ ଝାରସୁଗୁଡ଼ାର ଅଧ୍ୟାପକ, ସ୍ତମ୍ବକାର ବନବିହାରୀ ଦାଶଙ୍କ ଝିଅ ବନିତା ପୁନର୍ବାର ଅବିଭକ୍ତ କୋରାପୁଟ ପାଇଁ ଗୌରବ ଆଣିଛନ୍ତି । ସେ ଆସନ୍ତା ଜାନୁୟାରୀ ୧୧ ଓ ୧୨…
Read More...

ଉଚ୍ଚ ବିଦ୍ୟାଳୟ ଇଚ୍ଛାପୁରରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ କ୍ଲଷ୍ଟରର ଯୁବ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ…
Read More...

ଦେଷଣ୍ଢ ଅଷ୍ଟମ ଚାନ୍ଦିଲି ପାହାଡ଼ ମହୋତ୍ସବ ଉଦ୍‌ଘାଟିତ : କଂସ ଦରବାର ଯୋଗୁଁ ଘନ ଜଙ୍ଗଲରେ ଜମୁଛି ଭିଡ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢ ପଞ୍ଚାୟତର ଚାନ୍ଦିଲି ପାହାଡ଼ରେ ଗତ ବୁଧବାରରୁ ଷୋହଳ ପ୍ରହରୀ ନାମଯଜ୍ଞ ଚାଲିଥିବା ବେଳେ ମଙ୍ଗଳବାର ଦିନ ବ୍ରହ୍ମଯଜ୍ଞ ଆରମ୍ଭ ହୋଇଛି । ସେହିପରି ଅଷ୍ଟମ ଚାନ୍ଦିଲି ପାହାଡ଼ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ମଞ୍ଚକୁ…
Read More...

ମୁରିବାହାଲ ବ୍ଲକ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ମଣ୍ଡି ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୃଷକ ସଂଗଠନ ପକ୍ଷରୁ ବ୍ଲକର ସମସ୍ତ ମଣ୍ଡି ପରିଦର୍ଶନ କରିବା ସହ ଚାଷୀଙ୍କ ଧାନ ବିକ୍ରି ଉପରେ ସେମାନେ ଚାଷୀଙ୍କୁ ପଚାରି ବୁଝିଥିଲେ । ଏଥିରେ ବ୍ଲକ କୃଷକ ସଂଗଠନ ସଭାପତି ଚକ୍ରଧର ହେର୍ଣ୍ଣା, କାର୍ଯ୍ୟକାରୀ ସଭାପତି…
Read More...

ମୁରିବାହାଲ ରେଞ୍ଜ ଅଞ୍ଚଳରେ ପୁଣି ୧୩ ଟିକିଆ ହାତୀପଲଙ୍କ ଆତଙ୍କ

ବାରବନ୍ଧ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଲି ସଂରକ୍ଷିତ ଜଙ୍ଗଲରେ କିଛି ଦିନର ନୀରବତା ପରେ ପୁଣି ୧୩ ଟିକିଆ ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି । ସୋମବାର ରାତିରେ ଏହି ହାତୀପଲ ଗୁଡ଼ିଘାଟ ବିଟ୍…
Read More...

ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଚାଚେରବେଙ୍ଗ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଖେଳପଡିଆ ଠାରେ ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଚାଚେରବେଙ୍ଗ ଦଳ ଓ ତୁରେକେଲା ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ତୁରେକେଲାକୁ…
Read More...

ଟିଟିଲାଗଡ଼ରେ ଜୁଆଆଡ୍ଡା ଉପରେ ଚଢ଼ାଉ : ୬ କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ କୁମୁଡ଼ିପଦର କୁଶଲେଶ୍ୱରୀ ମନ୍ଦିର ପଛପଟେ କିଛି ଲୋକ ଜୁଆ ଖେଳୁଥିବା ଖବର ପାଇ ଟିଟିଲାଗଡ଼ ଥାନାଧିକାରୀ ବିଶ୍ୱଜିତ ମନବୋଧ ପୋଲିସ ଧରି ସେଠାକୁ ପହଞ୍ଚି ଥିଲେ । ସେମାନେ ହେଲେ ବଳଦେବ ହରପାଲ, ଅଜାମ୍ବିଲ ମାଝୀ, ଅରବିନ୍ଦ ଚନ୍ଦନ,…
Read More...