ସମ୍ବଲପୁର ଠାରେ ଚାମ୍ବର ଅଫ୍ କମର୍ସ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

• ସମ୍ବଲପୁର ହେବ ଶିଳ୍ପ ଓ ବ୍ୟବସାୟର ପେଣ୍ଠସ୍ଥଳି - ଧର୍ମେନ୍ଦ୍ର ପ୍ରଧାନ• ସମ୍ବଲପୁରରେ ବ୍ୟବସାୟର ବାତାବରଣ ତିଆରି କରିବା ଦିଗରେ ଚାମ୍ବର୍ ଅଫ କମର୍ସର ଅବଦାନ ଅତୁଳନୀୟ• ସମ୍ବଲପୁରର ମୂଳ ଅର୍ଥନୀତି ହେଉଛି ବାଣିଜ୍ୟ• ଶିଳ୍ପ ସମେତ ସ୍ଥାନୀୟ ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ପରିବର୍ତ୍ତନ…
Read More...

ଭାରତ ସ୍ୱାଭିମାନ ନ୍ୟାସର ସ୍ଥାପନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ପତଂଜଳୀ ଯୋଗ ପରିବାର ଆନୁକୂଲ୍ୟରେ ସେକ୍ଟର-୧୯, କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ଭାରତ ସ୍ୱାଭିମାନ ନ୍ୟାସର ସ୍ଥାପନା ଦିବସ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅରବିନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ଓ ଯଜମାନ ଗଙ୍ଗାଧର ଦାଶ ଓ ତାଙ୍କ…
Read More...

ଦିଲ୍ଲୀରେ ୧୨,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି…

ସାହିବାବାଦ ଏବଂ ନ୍ୟୁ ଅଶୋକ ନଗର ମଧ୍ୟରେ ନମୋ ଭାରତ କରିଡରକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା ପରେ ଦିଲ୍ଲୀକୁ ମିଳିଲା ପ୍ରଥମ ନମୋ ଭାରତ ସଂଯୋଗ୧୦୦୦ କିଲୋମିଟରରେ ପହଞ୍ଚିଲା ଭାରତର ମେଟ୍ରୋ ନେଟୱାର୍କ, ଏହା ଏକ ଉଲ୍ଲେଖନୀୟ ସଫଳତା : ପ୍ରଧାନମନ୍ତ୍ରୀ'ମେକ୍ ଇନ୍ ଇଣ୍ଡିଆ' ସହ 'ହିଲ୍ ଇନ୍…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ

• ଉଚ୍ଚ ଶିକ୍ଷା ସହ ସାମାଜିକ ସମସ୍ୟାର ସମାଧାନର ରାସ୍ତା ବାହାର କରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ - ଧର୍ମେନ୍ଦ୍ର ପ୍ରଧାନ• ରାଜ୍ୟରେ ପାନୀୟଜଳ, ସ୍ୱାସ୍ଥ୍ୟ, କ୍ୟାନସର ମୁକାବିଲା, ଚାଷୀ ସମସ୍ୟା ଏବଂ ପରିବେଶ ସୁରକ୍ଷାର ଦାୟିତ୍ୱ ନିଅନ୍ତୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ•…
Read More...

ଗଞ୍ଜାମ ଜିଲ୍ଲା ହେଡ୍-କ୍ୱାଟର ଛତ୍ରପୁର ହସ୍ପିଟାଲକୁ ଜିଲ୍ଲା ହସ୍ପିଟାଲ ଭାବେ ମାନ୍ୟତା ମିଳିବ : ସ୍ଵାସ୍ଥ୍ୟ ମନ୍ତ୍ରୀ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ା. ମୁକେଶ ମହାଲିଙ୍ଗ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ନବନିର୍ମିତ ନିଃଶୁଳ୍କ ଡାୟାଲିସସ୍ ସେବା ସେଣ୍ଟରର ଆନୁଷ୍ଠାନିକ ଉଦ୍‌ଘାଟନ…
Read More...

ନୃସିଂହନାଥରୁ ପୁରୀକୁ ବସ୍‌ ସେବା ଯୋଗାଇ ଦେବାକୁ ପରିବହନ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରେ ବାଣିଜ୍ୟ, ପରିବହନ, ଇସ୍ପାତ, ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମନ୍ତ୍ରୀ ମହୋଦୟ ସନ୍ଧ୍ୟାରେ ନୂଆପଡାରୁ ବରଗଡ଼ ଯାଉଥିବା ବେଳେ କେତେକ ସଚେତନ କର୍ମୀ ଓ ବିଜେପି କର୍ମୀ ତାଙ୍କୁ ସ୍ୱାଗତ…
Read More...

ତେଲିଙ୍ଗିବାଜା ପତ୍ରିକାର ନୂଆବର୍ଷ ସଂଖ୍ୟା ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସରୁ ପ୍ରକାଶ ପାଇ ଆସୁଥିବା ତ୍ରୟମାସିକ ଶିଶୁ-କିଶୋର ପତ୍ରିକା ତେଲିଙ୍ଗିବାଜାର ନୂଆବର୍ଷ ସଂଖ୍ୟା ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର କାଦମ୍ବିନୀ ପତ୍ରିକା ହାଟରେ ବରିଷ୍ଠ ଶିଶୁ-ସାହିତ୍ୟିକ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ ଲେଖକ…
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସଡକ ସୁରକ୍ଷା ମାସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ -୨୦୨୫ ଜାନୁୟାରୀ ମାସକୁ ସଡକ ସୁରକ୍ଷା ମାସ ରୂପେ ଏକ ସମ୍ପୂର୍ଣ୍ଣ ଜନ ଅଭିଯାନ କାର୍ଯ୍ୟକ୍ରମ ପାଳନ କରିବାକୁ ଓଡିଶା ସରକାର ନିର୍ଣ୍ଣୟ ନେଇଛନ୍ତି । ଦିନକୁ ଦିନ ବଢୁଥିବା ସଡକ ଦୁର୍ଘଟଣା ଓ ମୃତ୍ୟୁର ବର୍ଦ୍ଧିତ ହାରକୁ ଦୃଷ୍ଟିରେ ରଖି ସ୍ଥାନୀୟ…
Read More...

ଲେବଡା ଗ୍ରାମରୁ ଜଣେ ୩ ସନ୍ତାନର ମାଁ ଘରୁ ଫେରାର, ଥାନାରେ ମାମଲା ରୁଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲେବଡା ଗ୍ରାମରୁ ଜଣେ ୩ ସନ୍ତାନର ମାଁ ଘରୁ ଫେରାର ହୋଇଯାଇଥିବା ନେଇ ଥାନାରେ ଏତଲା ହୋଇଛି । ଲେବଡା ଗ୍ରାମର ତୀର୍ଥ ପରାଭୋଇ (୪୦) ଥାନାରେ ଦେଇଥିବା ଏତଲା ମତେ ତାଙ୍କ ସ୍ତ୍ରୀ ଯମୁନା ପରାଭୋଇ (୩୫) ଆଜି ରବିବାର…
Read More...

ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରେଡକ୍ରସ ବିଭାଗର ବାର୍ଷିକ ବଣଭୋଜି ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରେଡ଼କ୍ରସ ବିଭାଗର ବାର୍ଷିକ ବଣଭୋଜି ସ୍ଥାନୀୟ ଖରାଲି ଗ୍ରାମର ରହେନଚୁଆଁମୁଣ୍ଡା ସିଦ୍ଧିକ୍ଷେତ୍ର ଗୁମ୍ଫା ପର୍ଯ୍ୟଟନ ସ୍ଥଳିରେ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟ ରେଡକ୍ରସ…
Read More...