ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡାର ଜୁନିଅର ରେଡକ୍ରସ ଶାଖା ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ପ୍ରତିବର୍ଷ ପରି ଚଳିତ ବର୍ଷ ଜାନୁୟାରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତାର ବାର୍ତ୍ତା ବାଣ୍ଟୁଥିବା ସରକାରୀ ଉଚ୍ଚ ବିଦ୍ୟାଳୟ, ଶଗଡାର ଜୁନିଅର ରେଡକ୍ରସ ଶାଖା ପକ୍ଷରୁ ସଡକ…
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପିତାମାତା ଓ ଶିକ୍ଷକ ବୈଠକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର କ୍ଲଷ୍ଟର ସ୍ଥିତ ସ୍ଥାନୀୟ ଆଶ୍ରମ ବିଦ୍ୟାଳୟ ଇଚ୍ଛାପୁରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପିତାମାତା ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମୋହନ କୁମାର କୁଅଁରଙ୍କ ସଭାପତିତ୍ୱରେ…
Read More...

ପ୍ରବାସୀ ଭାରତୀୟ ସମ୍ମିଳନୀର ସିଧାପ୍ରସାରଣ ଦେଖିଲେ ଛାତ୍ରଛାତ୍ରୀ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ସୁଲେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ମାର୍ଟ ଟିଭି ମାଧ୍ୟମରେ ଭୁବନେଶ୍ୱରରେ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସର ସିଧା ପ୍ରସାରଣ ଦେଖିଛନ୍ତି ।…
Read More...

ଦହିତା ମଣ୍ତଳ ସଭାପତି ଭାବେ ଜନକ ସାହୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ବିଜେପି ପକ୍ଷରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଦହିତା ବିଜେପି ମଣ୍ଡଳ ସଭାପତି ରୂପେ ଜନକ ସାହୁଙ୍କୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ଗୋବର୍ଦ୍ଧନ ଭୁଏଙ୍କ ଅନୁମୋଦନ କ୍ରମେ ଦହିତା ମଣ୍ଡଳ ସଭାପତି ରୂପେ ମନୋନୀତ କରାଯାଇଛି । ଜନକ ସାହୁ ପୂର୍ବରୁ…
Read More...

ବଡ ଟୀକା କପ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟରେ ବିଏଫ୍‌ସି କୁଚିଣ୍ଡା ଦଳ ଫାଇନାଲକୁ ଉନ୍ନୀତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବଡ ଟିକା ପଂଚାୟତ ବଡ ଟିକା ଠାରେ ଆୟୋଜିତ ବଡ ଟିକା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ୩ୟ ଦିବସ ଖେଳରେ ବିଏଫ୍‌ସି କୁଚିଣ୍ଡା ଦଳ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିର ଦଳକୁ ୪ - ୦ଗୋଲରେ ପରାଜିତ କରି ପ୍ରଥମ ଦଳ ଭାବେ ଫାଇନାଲକୁ…
Read More...

୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) :ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ତ୍ରିଦିବସୀୟ ଏହି ତାଲିମ ଶିବିରକୁ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜି ଇସଲୱାର ମୁଖ୍ୟ…
Read More...

ଟୁନା ଦଣ୍ଡସେନା ବିଜେପି ଲଖମରା ମଣ୍ଡଳ ସଭାପତି ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳିର ପାଇକମାଲ ବ୍ଲକ ଲଖମରା ମଣ୍ତଳ ଭାରତୀୟ ଜନତା ପାର୍ଟି ଟୁନା ଦଣ୍ଡସେନା ମଣ୍ଡଳ ସଭାପତି ରୂପେ ମନୋନୀତ ହୋଇଛନ୍ତି । ପୂର୍ବରୁ ସେ ୨୦୧୬ ମସିହାରେ ଯୁବମୋର୍ଚ୍ଚା ସଭାପତିରେ ନିଯୁକ୍ତି ହୋଇ ଲଖମରା ଅଞ୍ଚଳର ଜନ ସାଧାରଣଙ୍କ ବହୁ…
Read More...

କର୍ମଚାରୀ ନେତା ସୁଜିତ କୁମାର ନାୟକଙ୍କ ପ୍ରତି ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କର୍ମଚାରୀ ନେତା ସୁଜିତ କୁମାର ନାୟକଙ୍କ ପ୍ରତି ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଜିଲ୍ଲା ଶାଖା ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।…
Read More...

ନିଆରା ଢଙ୍ଗରେ ପାଳିତ ହେଲା ବନ ମହୋତ୍ସବ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିଆରା ଢଙ୍ଗରେ ପାଳିତ ହେଲା ବନ ମହୋତ୍ସବ । ରାୟଗଡ଼ା ବ୍ରାହ୍ମଣ ସାହି ରାଧାକାନ୍ତ ମନ୍ଦିରରେ ଆଜକୁ ଦୀର୍ଘ ବର୍ଷ ଧରି ଏକାଦଶୀ ପାଳନ କରି ଆସୁଥିବା ମହିଳା ମାନେ ପାଳିଲେ ବନ ମହୋତ୍ସବ । ପିତାମହଲ ସ୍ଥିତ ସେଞ୍ଚୁରିୟନ୍ ୟୁନିଭର୍‌ସିଟି ସବୁଜ ବନାନୀ…
Read More...

ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି…
Read More...