ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ମାନବିକତା ଦେଖାଇଲେ ବିନ୍ଧ୍ୟ ବାସିନୀ ସ୍ନାତକ ଛାତ୍ରଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ କଲେଜ ସମ୍ମୁଖରେ କଲେଜର ସ୍ନାତକ ଛାତ୍ରମାନେ ଏକ ଅସହାୟ ରୋଗୀ ବ୍ୟକ୍ତିଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି । ଏହି ଅସହାୟ ବ୍ୟକ୍ତି ଗତକାଲିରୁ ଆସି ଆଉ ଆଗକୁ ଯାଇ ପାରିନଥିଲେ ।…
Read More...

ଦର୍ଶନରେ ପ୍ରକମ୍ପିଲା ନିପୂଣ ଓଡ଼ିଶା ମେଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ନିପୁଣ ଭାରତର ଏକ ଅଂଶ ବିଶେଷ ନିପୂଣ ଓଡ଼ିଶା ମେଳା ଡେଲାଙ୍ଗ-ବ୍ଲକର ବିଭିନ୍ନ ଆଞ୍ଚଳିକ ସାଧନ କେନ୍ଦ୍ର ମାନଙ୍କ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ନିପୂଣ ଓଡ଼ିଶା ମେଳାର ବିଭିନ୍ନ ସ୍ଥାନରେ ଏବିଇଓ ଲକ୍ଷ୍ମଣ…
Read More...

ଆର୍ଦ୍ରଭୂମି ସମ୍ପର୍କିତ କ୍ଷେତ୍ର ପରିଦର୍ଶନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସିଂହିଯୁବା ତରଫରୁ ଜାମପାଲି ଘାଟି ଘଟିଏନରେ ଥିବା ପୁରାତନ ଆର୍ଦ୍ରଭୂମିକୁ କ୍ଷେତ୍ରଭୂମି ପରିଦର୍ଶନରେ ଯାଇ ପ୍ରାକୃତିକ ଭାବେ ଜ୍ଞାନ ଆହରଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର…
Read More...

କେସିଙ୍ଗା ମହାବିଦ୍ୟାଳୟର ୪୪ତମ ବାର୍ଷିକୋତ୍ସବ ମହାସମାରୋହ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି କେସିଙ୍ଗା ମହାବିଦ୍ୟାଳୟର ୪୪ତମ ବାର୍ଷିକୋତ୍ସବ କଲେଜ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ,…
Read More...

ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପାଶୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ଚେୟାରମ୍ୟାନ ଗୀତାଞ୍ଜଳୀ ଦାଶ ମୁଖ୍ୟଅତିଥି, ଡୁଡୁକା ବିଡ଼ିଓ…
Read More...

ଆନ୍ଧ୍ରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ତିନିଦିନ ପରେ ଗାଁରେ ପହଞ୍ଚିଲା ମୃତଦେହ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଘାଟମାଲ ପଞ୍ଚାୟତର ତାଲାକୋଟ ଗ୍ରାମର ଦାଦନ ଶ୍ରମିକ ନୃପତ ଚିନ୍ଦା(୩୭)ଙ୍କ ଗତ ୨୫ ତାରିଖ ଦିନ ଆନ୍ଧ୍ରପ୍ରଦେଶ ଠାରେ ମୃତ୍ୟୁ ଘଟିଥିବା ବେଳେ ତିନିଦିନ ପରେ ଆଜି ଗାଁରେ ତାର ମୃତଦେହ ପହଞ୍ଚି ଥିବା ଜଣାପଡିଛି ।…
Read More...

ସଡ଼କ ସୁରକ୍ଷା ମାସ ପାଳନ ଅବସରରରେ ବଲାଙ୍ଗିର ଟାଉନ ପୋଲିସର ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର : ଚକ୍‌ଲେଟ୍‌ ନିଅ…. ଗୋଲାପ ଫୁଲ ବି ନିଅ…..ହେଲେ ଟ୍ରାଫିକ ନିୟମ ଟା ମାନ । ଏଭଳି କହିକି ଆଜି ବଲାଙ୍ଗିର ଟାଉନ ପୋଲିସ ସହରର କଚେରୀ ଛକ ଠାରୁ ଆରମ୍ଭ କରି ବିଭିନ୍ନ ଛକଗୁଡ଼ିକରେ ଜନସାଧାରଣଙ୍କୁ ଅଟାକାଇବା ସହ ଗୋଟିଏ ଚକଲେଟ ଓ ଗୋଲପ ଫୁଲ ଦେଇ ଟ୍ରାଫିକ ନିୟମ ବିଷୟରେ ସଚେତନ…
Read More...

ରୋତ କଲେଜରେ ଜାତୀୟ ସଂପାନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ବାଣୀନିକେତନ, ରୋତ ଜିଲ୍ଲା-ବଲାଙ୍ଗିରରେ ଆଜି "ଭୌତିକ ବିଜ୍ଞାନର ଭୂମିକା ଓ ତାର ଅବଦାନ" ଶୀର୍ଷକ ଏକ ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ଗଣିତ ବିଭାଗର ମୁଖ୍ୟ ଡକ୍ଟର ସୁବିଜ୍ଞ ଗଡତ୍ୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କୁ ଆଶ୍ଵସ୍ତି : ଚାକିରୀ ସର୍ତ୍ତାବଳୀ ସମ୍ପର୍କିତ ସ୍ପଷ୍ଟୀକରଣ ଚିଠି ପ୍ରତ୍ୟାହାର…

ଭୁବନେଶ୍ୱର : ଭୁବନେଶ୍ୱର ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ତା.୦୭.୦୧.୨୦୨୫ ରିଖରେ ଜାରି କରାଯାଇଥିବା ଚାକିରି ସର୍ତ୍ତାବଳୀ ଓ ଛୁଟି ନିୟମ ସମ୍ପର୍କିତ ସ୍ପଷ୍ଟୀକରଣ ଚିଠି ଉପରେ ହୋଇଥିବା ପ୍ରତ୍ୟାହାର ନିର୍ଦ୍ଦେଶକୁ ମାନ୍ୟବର ଉଚ୍ଚ ଅଦାଲତ ରହିତାଦେଶ ଜାରି କରିଛନ୍ତି । ଏହି ଖବର ସମସ୍ତ…
Read More...

ବିଲେଇସର୍ଡା ହାଇସ୍କୁଲର ବାର୍ଷିକୋତ୍ସବ ଉଦ୍‌ଯାପିତ

"ସମୟାନୁବର୍ତ୍ତିତା ଜୀବନକୁ ସୁଖମୟ କରିଥାଏ" ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ…
Read More...