ଟ୍ରକ୍ ଧକ୍କାରେ ବାପ ପୁଅଙ୍କ ମୃତ୍ୟୁ, ଡ୍ରାଇଭର ଫେରାର
କଟକ : ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ରେ ଆସୁଥିବା ବେଳେ ଶିଖରପୁର ଅଞ୍ଚଳର ଜାତୀୟ ରାଜପଥରେ ଏକ ପରିବାର ବାଇକ୍ରେ ଯାତ୍ରା କରୁଥିଲା । ବାଇକ୍ରେ ସ୍ଵାମୀ ସ୍ତ୍ରୀ ଓ ତାଙ୍କର ୫ ବର୍ଷର ପୁଅ କେନ୍ଦ୍ରାପଡ଼ାରୁ କଟକ ଆସୁଥିଲେ । ଏହି ସମୟରେ ବାଇକ୍ଟିକୁ ଧକ୍କା!-->…
Read More...
Read More...