ଜୟ ବୁଢ଼ାରଜା କ୍ରିକେଟ୍ କପ୍: ବରତୁଣ୍ଡାକୁ ହରାଇ ମାଣ୍ଡୋସିଲ ସେମିରେ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡାରେ ଚାଲିଥିବା ୫ତମ ଜୟ ବୁଢ଼ାରଜା କ୍ରିକେଟ୍ କପରେ ଚତୁର୍ଥ ଦିନରେ ୫ଟି ମ୍ୟାଚ ଖେଲାଯାଇଛି । ପ୍ରଥମ ମ୍ୟାଚ ଧାରୋଲ ଓ ବରତୁଣ୍ଡା ମଧ୍ୟରେ ବରତୁଣ୍ଡା ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ!-->…
Read More...
Read More...