ଆଉ ଶୁଭୁନି ଗାଁ ଗଣ୍ଡାରେ ଶଗଡ଼ ଗାଡ଼ିର କେଁ କଟର ଶବ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାସ୍ତାରେ ଗଡୁନି ଶଗଡ଼ ଗାଡ଼ି ଆଉ ଶୁଭୁନି ଶଗଡ଼ ଗାଡ଼ିର କେଁ କଟର ଶବ୍ଦ କମିଯାଉଛି ଚାଷୀଙ୍କ ହଳ ବଳଦର ଶୁଭୁନି ସେ ହମ୍ବା ରଡ଼ି । ଦିନେ ସମୟ ଥିଲା ଗାଁ ଗଣ୍ଡାରେ ବାସ କରୁଥିବା ମହାଜନ ତଥା ସାହୁକାର ଶ୍ରେଣୀର ଶଗଡ଼ ଗାଡ଼ି ମୁଖ୍ୟ ପରିଚୟ ଥିଲା ।…
Read More...

ଉତ୍ତରାଖଣ୍ଡର ହର୍ଷିଲରେ ଶୀତ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଦେବଭୂମି ଉତ୍ତରାଖଣ୍ଡକୁ ଆଉଥରେ ଆସିବା ମୋର ପରମ ସୌଭାଗ୍ୟ : ପ୍ରଧାନମନ୍ତ୍ରୀଚଳିତ ଶତାବ୍ଦୀ ଉତ୍ତରାଖଣ୍ଡର ଶତାବ୍ଦୀ ଭାବେ ପରିଚିତ : ପ୍ରଧାନମନ୍ତ୍ରୀପର୍ଯ୍ୟଟନ କ୍ଷେତ୍ରର ବିକାଶ ଉତ୍ତରାଖଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣସବୁ ଋତୁରେ ଉତ୍ତରାଖଣ୍ଡରେ ପର୍ଯ୍ୟଟନ ହେବା ଜରୁରୀଉତ୍ତରାଖଣ୍ଡକୁ ଏକ…
Read More...

ଆଜିଠୁ ଆରମ୍ଭ ବିଧାନସଭାର ୨ୟ ପର୍ଯ୍ୟାୟ ଅଧିବେଶନ

ଭୁବନେଶ୍ୱର : ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆଜିଠୁ ଆରମ୍ଭ ହୋଇଯାଇଛି । ଏହି ବଜେଟ ଏପ୍ରିଲ ୫ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୦ ତାରିଖରେ ବଜେଟ୍ ଉପରେ ଆଲୋଚନା ହେବ । ସେହିପରି ମାର୍ଚ୍ଚ ୨୯ ତାରିଖରେ ବିଧାନସଭାରେ ସରକାର ବ୍ୟୟ ମଞ୍ଜୁରି ବିଲ୍ ଉପସ୍ଥାପନା…
Read More...

ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ

ନୂଆଦିଲ୍ଲୀ, (ପିଆଇବି) : ସହଜ ଏବଂ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ବ୍ୟବହାରକୁ ପ୍ରୋତ୍ସାହିତ କରିବା ତଥା ଏ ବାବଦରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ମାର୍ଚ୍ଚ ୭ ତାରିଖକୁ 'ଜନ ଔଷଧି ଦିବସ' ଭାବରେ ପାଳନ କରାଯାଉଛି । ଚଳିତ ବର୍ଷ ଦେଶର ଜାତୀୟ ରାଜଧାନୀ କ୍ଷେତ୍ର…
Read More...

ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈଵାହାଲ ପଞ୍ଚାୟତ ଅନ୍ତର୍ଗତ ରାଏପାଲି ଗାଁକୁ ରାସ୍ତା ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ । ଗାଁକୁ…
Read More...

ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରର ନେତୃତ୍ୱ ନେବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

୨୦୨୫ ମାର୍ଚ୍ଚ ୮ ତାରିଖରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ 'ମହିଳା ସଶକ୍ତୀକରଣ ମାଧ୍ୟମରେ ବିକଶିତ ଭାରତ' ଶୀର୍ଷକରେ ଏକ ଜାତୀୟସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଉଛିଉଦ୍‌ଘାଟନୀ ଅଧିବେଶନ ପରେ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ଆଲୋଚନା ହେବଷ୍ଟେମ୍, ବ୍ୟବସାୟ, କ୍ରୀଡ଼ା, ଗଣମାଧ୍ୟମ ଓ…
Read More...

ଅଲିମ୍ପିକ୍ ପ୍ରସ୍ତୁତି ଏବଂ କ୍ରୀଡା ପ୍ରଶାସନ ଉପରେ ଏକ ଚିନ୍ତନ ଶିବିରର ନେତୃତ୍ୱ ନେବେ ଡକ୍ଟର ମନସୁଖ ମାଣ୍ଡଭିୟ

ବିଶ୍ୱରେ କ୍ରୀଡାରେ ଉତ୍କର୍ଷତା ହାସଲ କରିବା ପାଇଁ ରାଜ୍ୟ, ବିଶେଷଜ୍ଞ ଏବଂ ଅଂଶୀଦାରମାନେ ରଣନୀତି ପ୍ରସ୍ତୁତ କରିବେ ନୂଆଦିଲ୍ଲୀ, (ପିଆଇବି) : ମାର୍ଚ୍ଚ ୭-୮ରେ ହାଇଦ୍ରାବାଦରେ ଏକ ଉଚ୍ଚସ୍ତରୀୟ ଚିନ୍ତନ ଶିବିରରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ଏବଂ ଶ୍ରମ ଓ…
Read More...

ସାହିତ୍ୟ ମହୋତ୍ସବ ୨୦୨୫ର ଆୟୋଜନ କରିବ ସାହିତ୍ୟ ଏକାଡେମୀ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତର ପ୍ରମୁଖ ସାହିତ୍ୟିକ ଅନୁଷ୍ଠାନ, ସାହିତ୍ୟ ଏକାଡେମୀ ଏହାର ବାର୍ଷିକ ସାହିତ୍ୟ ମହୋତ୍ସବ (ଫେଷ୍ଟିଭାଲ ଅଫ ଲେଟର୍ସ ୨୦୨୫) ୭ ମାର୍ଚ୍ଚ ୨୦୨୫ରୁ ୧୨ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ନୂଆଦିଲ୍ଲୀର…
Read More...

ଗୁଞ୍ଚିତରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଗୁଞ୍ଚିତରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ…
Read More...

ବଙ୍ଗୋମୁଣ୍ଡାରେ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ହନୁମାନ ମନ୍ଦିରର ପ୍ରତିଷ୍ଠା ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବିଶାଳ କଳସ ଶୋଭାଯାତ୍ରା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ହନୁମାନ ମନ୍ଦିରରୁ ଗ୍ରାମର ଶତାଧିକ ପୁରୁଷ, ମହିଳା ନିକଟସ୍ଥ କିଆବନ୍ଧକୁ ଯାଇଥିଲେ ।…
Read More...