୫୬ କୁଇଣ୍ଟାଲ ମାଣ୍ତିଆ ହଡପ : ମାଣ୍ତିଆ ପାଇନାହାନ୍ତି ହିତାଧିକାରୀ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ମାଣ୍ତିଆ ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ହେଲେ ଦିନକୁ ଦିନ ତାର ଗୁମର ଖୋଲିବାରେ ଲାଗିଛି । ଚଟିଆଗୁଡା ପଞ୍ଚାୟତରେ ୨୦୨୩ରୁ ମାଣ୍ତିଆ ବଣ୍ଟନରେ ଅନିୟମିତତା କରି ପ୍ରାୟ ୫୬…
Read More...

ଗୌଡ଼ଗୋଠ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ରବିବାର ଦିନରୁ ଦେଓଗାଁ ବ୍ଳକ ଗୌଡ଼ଗୋଠର ବହୁ ପ୍ରତିକ୍ଷୀତ ଶ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଆରମ୍ଭ ହୋଇଯାଇଛି । ରବିବାର ଦିନ କଳସଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ହୋଇଥିବା ବେଳେ ସୋମବାର ମନ୍ଦିର ପ୍ରତିଷ୍ଠା ଆରମ୍ଭ ହୋଇଛି । ଆସନ୍ତା ୧୩…
Read More...

ଜିଲ୍ଲା ସ୍ତରୀୟ ଶିକ୍ଷଣ-ଶିକ୍ଷାଦାନ ସାମଗ୍ରୀ ପ୍ରଦର୍ଶନୀ ଉଦ୍‌ଯାପିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜରେ ଦୁଇଦିନିଆ ଜିଲ୍ଲା ସ୍ତରୀୟ ଶିକ୍ଷଣ-ଶିକ୍ଷାଦାନ ସାମଗ୍ରୀ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡ଼ାକୁଆଙ୍କର ପୌରୋହିତ୍ୟରେ ଆୟୋଜିତ…
Read More...

ମାଟିର ମହୋତ୍ସବ କାର୍ଯ୍ୟକ୍ରମରେ ପ୍ରଭାତ କ୍ଲବ ସମ୍ମାନିତ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ମାଟିର ମହୋତ୍ସବ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ପ୍ରଭାତ କ୍ଲବକୁ ସର୍ବଦା ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଛି । କଣ୍ଟାବାଞ୍ଜି ପ୍ରଭାତ କ୍ଲବ ଏକ ପୁରୁଣା କ୍ରିକେଟ ଏବଂ ଫୁଟବଲ କ୍ଲବ ଅଟେ । କଣ୍ଟାବାଞ୍ଜି ମାଟିର ମହୋତ୍ସବ…
Read More...

ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନାରୀମାନେ ଅସୀମ ଶକ୍ତିର ଅଧିକାରୀ । ଏହି ଶକ୍ତିର ସଦୁପଯୋଗ କରିପାରିଲେ ସଂସାର ସ୍ଵର୍ଗରେ ପରିଣତ ହୋଇ ପାରିବ । ଭାରତୀୟ ପରମ୍ପରାରେ ନାରୀ ଶକ୍ତିକୁ ବହୁତ ପ୍ରାଧାନ୍ୟ ଦିଆଯାଇଛି । ଆଜିର ନାରୀ ମଧ୍ୟ ସମାଜର ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା…
Read More...

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନନ୍ଦିନୀ ମହିଳା ସଂଘତି ସଦସ୍ୟାଙ୍କ ପ୍ରତ୍ୟକ୍ଷ ସହଯୋଗିତାରେ ବ୍ୟାସଭବନ ପରିସରରେ "ସୁବର୍ଣ୍ଣରେଖା" ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅତିଥି ମାନଙ୍କ ଉପସ୍ଥିତିରେ ମହିଳା ମଣ୍ଡଳୀଙ୍କ ସହଯୋଗରେ ଦୀପ ପ୍ରଜ୍ୱଳନ ଓ…
Read More...

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାରେ ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର, (ପିଆଇବି) : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀ ଅଧୀନସ୍ଥ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥା, ଭୁବନେଶ୍ୱରଠାରେ, ରିସର୍ଚ୍ଚ ଆସୋସିଏସନ ଫର ଜେଣ୍ଡର ଇନ ଏଗ୍ରିକଲଚରର ମିଳିତ ଅନୁକୁଲ୍ୟରେ ‘‘ନୂତନ ଜ୍ଞାନକୌଶଳ ଓ ମହିଳା ସଶକ୍ତିକରଣ ପ୍ରଭାବରେ ଦୀର୍ଘସ୍ଥାୟୀ…
Read More...

୨୦୨୪-୨୫ ପାଇଁ ପ୍ରମୁଖ ଫସଲ (ଖରିଫ ଓ ରବି) ଉତ୍ପାଦନର ଦ୍ୱିତୀୟ ଆଗୁଆ ଆକଳନ ଜାରି କଲା କୃଷି ଓ କୃଷକ କଲ୍ୟାଣ…

ଫସଲର ଦ୍ୱିତୀୟ ଆଗୁଆ ଆକଳନକୁ ମଞ୍ଜୁର କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଚାଉଳ, ଗହମ, ମକା, ଚିନାବାଦାମ ଓ ସୋୟାବିନର ରେକର୍ଡ ଉତ୍ପାଦନପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର କୃଷି କ୍ଷେତ୍ରର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି : ଶିବରାଜ ସିଂ…
Read More...

ଓଡ଼ିଶାରେ ପହଞ୍ଚିଲା ସିଆଇଏସଏଫ୍ କୋଷ୍ଟାଲ୍ ସାଇକ୍ଲୋଥନ୍ ୨୦୨୫

ଚାନ୍ଦିପୁରରେ ମିଳିଲା ଭବ୍ୟ ସମ୍ବର୍ଦ୍ଧନା ଭୁବନେଶ୍ୱର, (ପିଆଇବି) : ଉପକୂଳ ସୁରକ୍ଷା ଏବଂ ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ସିଆଇଏସଏଫ୍ କୋଷ୍ଟାଲ୍ ସାଇକ୍ଲୋଥନ୍ ୨୦୨୫ । ଏହି ସାଇକେଲ ଯାତ୍ରା ମାର୍ଚ୍ଚ ୯ ତାରିଖରେ ଓଡ଼ିଶାର ଚାନ୍ଦିପୁରରେ ପହଞ୍ଚିଛି,…
Read More...

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ କେଶବ ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଷ୍ଟ୍ରୀୟ ସ୍ଵଂୟ ସେବକ ସଙ୍ଘ ବଲାଙ୍ଗିର କେଶବ ଶାଖାର ବାର୍ଷିକ ଉତ୍ସବ ଗାନ୍ଧୀନଗର ପଡ଼ା ସାପ୍ତାହିକ ବଜାର ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ୭ଟାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଗୌରୀକ ଧ୍ଵଜ୍‌କୁ ପ୍ରତିଷ୍ଠା କରିବା ପରେ ସଂଘର ପୂଜନୀୟ ଭାରତ…
Read More...