ବୟୋଜ୍ୟେଷ୍ଠ ନାଗରିକ ଆବାସକୁ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବଙ୍କ ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ପ୍ରଶାସନିକ ସେବା ତଥା ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଭାସ୍କର ରାଇତୋ ଦେଓଗାଁ ବ୍ଲକ ଅଧିନସ୍ଥ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସକୁ ଆକସ୍ମିକ ପରିଦର୍ଶନ…
Read More...

ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ କଲେଜ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେର ସଭାପତିତ୍ୱ କରିଥିବା ବେଳେ ମାଷ୍ଟର ଟ୍ରେନର…
Read More...

ମାଁ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା : ପ୍ରଥମ ପାଳିରେ ଲକ୍ଷାଧିକ ଜନସମାଗମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଁ ତାରାତାରିଣୀଙ୍କ ଚୈତ୍ର ମେଳା ୨୦୨୫ ପ୍ରଥମ ପାଳି ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି ।ମାଁଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଜନସମାଗମ ହୋଇଥିଲା । ରାତ୍ର ୩ଟା ଠାରୁ ସିଂହ ଦ୍ଵାର ଦେଇ ପାହାଚ ଚଢି ମନ୍ଦିର…
Read More...

କଳାବେଚ୍ ପିନ୍ଧିଲେ ଆଉଟ୍ ସୋରସିଂ କର୍ମଚାରୀ

୧୭ରୁ ୨୧ ତାରିଖ ଯାଏଁ କଳାବେଚ ପିନ୍ଧି ପ୍ରତିବାଦଛଟେଇଙ୍କ ପୁନଃ ନିଯୁକ୍ତି, ଆଉଟ୍ ସୋରସିଂ ବ୍ୟବସ୍ଥା ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ଦାବି୨୬ରେ ଗର୍ଜିବ ଗାନ୍ଧୀ ମାର୍ଗ ବଲାଙ୍ଗିର ,(କେପିଏନ୍‌ଏସ୍‌) : ଓଡ଼ିଶା ସରକାରୀ ଆଉଟ ସୋରସିଂ କର୍ମଚାରୀ ମହାସଂଘର ଆହନ କ୍ରମେ ବଲାଙ୍ଗିର ଜିଲ୍ଲାର…
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନର ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନ ଗଞ୍ଜାମ ଜ଼ିଲ୍ଲା ପକ୍ଷରୁ ଗଞ୍ଜାମ ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ୧୦ ଦଫା ଦାବୀ ନେଇ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ସଭାନେତ୍ରୀ ହେମଲତା…
Read More...

ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପ୍ରସ୍ତୁତି ବୈଠକ

ରାଉରକେଲା,( ସସ୍ମିତା ପ୍ରଧାନ) : ସେକ୍ଟର ୩ସ୍ଥିତ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ଆଗାମୀ କାର୍ଯ୍ୟକ୍ରମ ନେଇ ଏକ ପ୍ରସ୍ତୁତି ବୈଠକ ମହାସଭାର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉପସଭାପତି ସୁବ୍ରତ କୁମାର ମଲ୍ଲିକଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ଉପସ୍ଥିତ…
Read More...

ଆଦର୍ଶ ଶିକ୍ଷକଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୋମବାର ସକାଳ ୬ଟା ୩୫ ମିନିଟ୍‌ ସମୟରେ ଶାନ୍ତିପଡ଼ାନିବାସୀ ଚାନ୍ଦମଣୀ ସାହୁଙ୍କ ପରୋଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ଶଯ୍ୟାସାୟୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ୩୦ବର୍ଷରୁ ଅଧିକ ସମୟ…
Read More...

ରେଳ ଧାରଣାରୁ ମିଳିଲା ମୁଣ୍ଡ ବିହୀନ ଶବ

ଭଦ୍ରକ : ରେଳଧାରଣାରୁ ଯୁବକଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ଘଟଣାରେ ତଦନ୍ତ ଆରମ୍ଭ କରିଛି ରେଳବାଇ ପୋଲିସ । ସୋମବାର ଭଦ୍ରକ ଜିଲ୍ଲା ବାଉଦପୁର ରେଳଷ୍ଟେସନ ନିକଟସ୍ଥ ରେଳଧାରଣାରୁ ରେଳବାଇ ପୋଲିସ ମୁଣ୍ଡ ଓ ଗୋଟିଏ ହାତ ନଥିବା ମୃତଦେହ ଉଦ୍ଧାର କରିଥିଲା । ହେଲେ ମୃତ ଯୁବକଙ୍କ ପରିବାର…
Read More...

ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ରାଉରକେଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଏକ କଦମ୍ ଆପ କେ ସାଥ ତରଫରୁ ଇସ୍ପାତ ମାର୍କେଟ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ୧୫ ଜଣ ନାରୀ ସଫେଇ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପ ରୁଷ ଓ ୟୁକ୍ରେନ ମଧ୍ୟରେ ପରମାଣୁ ଯୁଦ୍ଧ ଏଡ଼ାଇଥିଲା : ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ

● ଅନ୍ତର୍ଜାତୀୟ କୂଟନୀତିରେ ବିଶ୍ୱ ବନ୍ଧୁ ଭାରତର ପ୍ରଭାବ ବଢ଼ୁଛି● ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ମିଳିଛି ଅନ୍ତର୍ଜାତୀୟ ସମର୍ଥନ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ରୁଷ ଏବଂ ୟୁକ୍ରେନ ମଧ୍ୟରେ ପରମାଣୁ ଯୁଦ୍ଧ ଏଡ଼ାଇଥିଲା ବୋଲି ପୋଲାଣ୍ଡ…
Read More...