ନୂଆଦିଲ୍ଲୀରେ ‘ଇଣ୍ଡିଆ ୨୦୪୭: ବିଲ୍ଡିଂ ଏ କ୍ଲାଇମେଟ୍- ରେଜିଲିଏଣ୍ଟ ଫ୍ୟୁଚର୍’ ଉପରେ ଆଲୋଚନାଚକ୍ର ଆରମ୍ଭ
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମ୍ଓଇଏଫ୍ସିସି) ସହଯୋଗରେ ଲକ୍ଷ୍ମୀ ମିତ୍ତଲ ଆଣ୍ଡ ଫ୍ୟାମିଲି ସାଉଥ୍ ଏସିଆ ଇନଷ୍ଟିଚ୍ୟୁଟ୍ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ସାଲାଟା ଇନଷ୍ଟିଚ୍ୟୁଟ୍ ଫର୍ କ୍ଲାଇମେଟ୍ ଆଣ୍ଡ!-->…
Read More...
Read More...