ସ୍ୱରାଗିଣୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ସ୍ୱରାଗିଣୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ରାଉରକେଲା କ୍ଲବଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୁରୁ ପ୍ରଫୁଲ ମଙ୍ଗଳ ଅଧ୍ୟକ୍ଷତା କରିଥିଲେ । ସଭାପତି ସାଗରିକା ସାହାଣୀଙ୍କ ନେତୃତ୍ୱ ତଥା ସମ୍ପାଦିକା!-->…
Read More...
Read More...