ଛତିଶଗଡର ବିଳାସପୁରରେ ୩୩,୭୦୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି…

● ଆଜି ନବରାତ୍ରିର ପବିତ୍ର ଦିବସରେ ନୂଆ ବର୍ଷରେ ଛତିଶଗଡ଼ର ୩ ଲକ୍ଷ ଗରିବ ପରିବାର ନୂତନ ଗୃହରେ ପ୍ରବେଶ କରୁଛନ୍ତି : ପ୍ରଧାନମନ୍ତ୍ରୀ● ଗରିବ ଆଦିବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ଓ ଚିକିତ୍ସା ଯୋଗାଇଦେବା ଲାଗି ସରକାର ଚିନ୍ତିତ : ପ୍ରଧାନମନ୍ତ୍ରୀ● ସରକାର ଆଦିବାସୀ ସମାଜର ବିକାଶ ପାଇଁ…
Read More...

ଦଣ୍ଡନାଚ ବେଳେ ଗଣ୍ଡଗୋଳ : ବାପା-ପୁଅଙ୍କ ଛୁରାମାଡରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର : ଦଣ୍ଡ ନାଚ ବେଳେ ଅଘଟଣ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜେନା ସାହିରେ ଗଣ୍ଡଗୋଳ । ବେଲ ଗାଁ କାଳୀ ମନ୍ଦିର କମିଟିର ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହି ଗଣ୍ଡଗୋଳ ମଧ୍ୟରେ ଜଣେ ଯୁବକଙ୍କ ମୃତ୍ୟୁ । ଆକ୍ରମଣକାରୀ ବାପା-ପୁଅ ଅଟକ । ବେଲଗାଁ ଦଣ୍ଡ ନାଚ ଯାତ୍ରାରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତରେ ବସ୍ : ସାଧାରଣ ଯାତ୍ରୀ ହନ୍ତସନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ମୁଖ୍ୟମନ୍ତ୍ରୀଙ୍କ ରବିବାର ଦିନ ଭବାନୀପାଟଣା ଗସ୍ତ ଥିବାରୁ ବଲାଙ୍ଗିର ଜିଲ୍ଲାରେ ବସ୍‌ ସେବା ପ୍ରାୟତଃ ବନ୍ଦ ରହିଥିଲା । ବସ୍‌ ଯୋଗେ ଯିବା ଆସିବା କରୁଥୁବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ,…
Read More...

ହରିନାରାୟଣ ହେଲେ ଓଡିଶା ଅଲମ୍ପିକ ସଂଘର ଯୁଗ୍ମ ସଂପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଟିର ପୁଅ ତଥା ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ ବିଧିବଦ୍ଧ ଭାବେ ଓଡିଶା ଅଲମ୍ପିକ ସଂଘର ଯୁଗ୍ମ ସଂପାଦକ ଭାବେ ମନୋନୀତ ହୋଇଛନ୍ତି । ଓଡିଶା ଅଲମ୍ପିକ ସଂଘର ସଭାପତି ପଙ୍କଜ ଲୋଚନ ମହାନ୍ତ ଓ ସଂପାଦକ ସଞ୍ଜୟ ବେହେରା…
Read More...

ଦେବଙ୍ଗ ଗ୍ରାମରେ କଲାର ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ଗ୍ରାମଠାରେ ପାଟଣାରାଜ ଦଣ୍ଡସେନା କଲାର ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟଣାରାଜ ମଣ୍ଡେଲେଶ୍ୱର ଗଙ୍ଗେଶ୍ୱର ନେଓରା ଓ ସଭାପତି ସୁରେଶ ଚନ୍ଦ୍ର ନେଓରାଙ୍କ ସଭାପତିତ୍ୱରେ ଆୟୋଜିତ ପାଟଣାରାଜ…
Read More...

ମୁରିବାହାଲ ବ୍ଲକସ୍ତରୀୟ “ଅନ୍ତ୍ୟୋଦୟ ଗୃହ ଯୋଜନା”ର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

୩୩୦ ମଞ୍ଜୁରୀରୁ ୨୦୫ ହିତାଧିକାରୀଙ୍କୁ ଗୃହ କାର୍ଯ୍ୟାଦେଶ ବଣ୍ଟନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ, ଓଡିଶାଙ୍କ ଦ୍ୱାରା "ଅନ୍ତ୍ୟୋଦୟ ଗୃହ ଯୋଜନା"ର ଆଭାଷୀ ମାଧ୍ୟମରେ ରବିବାର ଶୁଭାରମ୍ଭ…
Read More...

ଉଦ୍‌ଘାଟିତ ହେଲା ବଲାଙ୍ଗିରରେ ଏଆର୍‌ ମେରେଜ୍‌ ପେଲେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଏଆର୍‌ ମେରେଜ୍‌ ପେଲେସ ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ଭୀମଭୋଇ ମେଡ଼ିକାଳ କଲେଜ ଗେଟ୍‌ ନଂ.୨ ସିଦ୍ଧି ବିନାୟକ ନଗରରେ ଏହି ଏଆର୍‌ ମେରେଜ ପେଲେସ ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ବିଜେଡ଼ି ନେତା ତଥା ଏଆର୍‌ ମେରେଜ୍‌ ପେଲେସର ମାଲିକ ଅଜୟ…
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଦମପଡ଼ା ଠାରେ ରାଷ୍ଟ୍ରୀୟ ନବବର୍ଷରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ରାଜ୍ୟ ସଂଗଠନର ପ୍ରାନ୍ତୀୟ କାର୍ଯ୍ୟକାରିଣୀ ବୈଠକ ପ୍ରାନ୍ତ ସଭାପତି ଶଶିଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସମ୍ବଲପୁରକୁ ହରାଇ ବରଗଡ ଫାଇନାଲରେ

ସୋମବାର ଭବାନୀପାଟଣା ବନାମ ବରଗଡ ମଧ୍ୟରେ ଫାଇନାଲ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଜ ଆର.ଏନ୍‌.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ…
Read More...

ଆନ୍ତଃରାଜ୍ୟ ବାଇକ ଚୋରି ରାକେଟ ଠାବ :୧୭ ବାଇକ ଜବତ, ୩ ଅଭିଯୁକ୍ତ ଗିରଫ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ପୁଲିସ ଏକ ଆନ୍ତଃରାଜ୍ୟ ବାଇକ ଚୋରି ରାକେଟ ଠାବ କରିଛି । ଏଥିରେ ୧୭ଟି ବାଇକ ଜବତ ହେବା ସହ ସିନାପାଲି ଥାନା ହଳଦୀମୁଣ୍ଡା ଗାଁର ବନମାଳି କୋଲଥ୍ଆ (୩୮) ଓ ପର୍ଶୁରାମ ମାଝି ଓରଫ ପରଶୁ (୩୨), ତାଲାକୋଟ ଗାଁର ବାସୁଦେବ ମାଝି ଓରଫ ବାସୁ (୨୪)…
Read More...