ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ଜଣକ ମୃତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଡମନିମାଲ ଗ୍ରାମରେ ଶୁକ୍ରବାର ଅପରାହ୍ନ ସମୟରେ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଲୋଇସିଂହା ଥାନା ଡୁମେରପାଲି ଗ୍ରାମର ଧୂବେଇ ଚରଣ ଧରୁଆ (୮୦) ବିଗତ!-->…
Read More...
Read More...