ଟ୍ରକରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ବଲାଙ୍ଗିର : ଟିଟିଲାଗଡ଼ରୁ ଆସୁଛି ଏକ ବଡ଼ ଖବର । ଟ୍ରକରେ ହୁ ହୁ ହୋେଇ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼ ଦେବବନ୍ଦ ଜଙ୍ଗଲ ନିକଟ ଏକ ଟ୍ରକରେ ହଠାତ ନିଆଁ ଲାଗିଥିଲା । ଘଟଣାର ଖବର ପାଇଁ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ୍ତ କରିଥିଲା ।!-->…
Read More...
Read More...