ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ମଦ ଜବତ ସହ ୧୨ଟି ମାମଲାରେ ୧୨ ଜଣଙ୍କୁ କୋର୍ଟ ଚାଲାଣ
ରାଉରକେଲା, (ସସ୍ମିତା ପ୍ରଧାନ) : ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚିକଟମାଟି, ବିରିଡା, ଯୋଡ଼ାବନ୍ଧ, ଭାଲୁଲତା ଅଞ୍ଚଳରେ ଚଢ଼ାଉ କରି ମୋଟ ୧୨ ଗୋଟି ମାମଲା ରୁଜୁ କରାଯିବା ସହିତ ୨୦୩ ଲିଟର ବେଆଇନ ମହୁଲି ମଦ ଏବଂ ୪୩ ଲିଟର ବାହାର!-->…
Read More...
Read More...